ଖବର ଭୁବନେଶ୍ୱରୁ ସାପ ଚୋରା ଚାଲାଣ By Yuvasamay News Last updated Mar 29, 2025 Share It ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ ହୋଇଥିବା ସୂଚନା।ବିମାନରେ ଚାଲାଣ ହେଉଥିଲା ସାପ । ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ।୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି।ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ।ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି ସିଟି ଫରେଷ୍ଟର ତଦନ୍ତ ଜାରି ରଖିଛି। Share It
Comments are closed.