‘ହୁ’ ମୁଖ୍ୟଙ୍କ ବଡ ବୟାନ, ଭାରତ ଖୁବ ଜଟିଳ ପରିସ୍ଥିତି ଦେଇ ଗତି କରୁଛି

Share It

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ମୁଖ୍ୟ ଟେଡ୍ରୋସ୍‌ ଆଧନମ୍‌ ଗେବ୍ରେୟେସସ୍‌ ସୋମବାର ଦିନ ଭାରତରେ କୋଭିଡ୍‌ -୧୯ର ମାମଲା ଓ ମୃତ୍ୟୁର ରେକର୍ଡ ବ୍ରେକିଂ ଲହରକୁ ନେଇ ଚିନ୍ତା କରିଛନ୍ତି । ସେ କହିଛନ୍ତି ସଙ୍ଗଠନ ସଙ୍କଟକୁ ଦୂର କରିବା ପାଇଁ ସାହାଯ୍ୟ କରୁଛି । ଟେଡ୍ରୋସ୍‌ ଆଧନମ୍‌ ଗେବ୍ରେୟେସସ୍‌ ସମ୍ୱାଦଦାତଙ୍କୁ କହିଛନ୍ତି କି ଭାରତରେ ସ୍ଥିତି ହୃଦୟ ବିଦାରକ ।

ଭାରତରେ ଭୟାବହ କରୋନା ଭାଇରସ ଲହରକୁ ନେଇ ଆସିଛି WHOର ମୁଖ୍ୟ ଟିପ୍ପଣୀ ଦେଇଛନ୍ତି , ଯେଉଁ ସମୟରେ ଦେଶର ହସ୍ପିଟାଲ ଓ ଶ୍ମଶାନ ଘାଟ ପୂରା କ୍ଷମତାର ସହ କାର୍ଯ୍ୟ କରୁଛି ।

ନିକଟରେ ସଂକ୍ରମଣ ବୃଦ୍ଧିରେ ରୋଗୀଙ୍କ ପରିବାରକୁ ଅକ୍ସିଜେନ୍‌ର ସପ୍ଲାଏ କରିବା, ହସ୍ପପିଟାଲରେ ବେଡ୍‌ ପାଇଁ ସୋସିଆଲ ମିଡଆରେ ଆକୁଳ ନିବେଦନ କରିବାର ନଜର ଆସିଛି । ରାଜଧାନୀ ନୂଆଦିଲ୍ଲୀ ଗୋଟିଏ ସପ୍ତାହର ଲକ୍‌ଡାଉନ୍‌ କରିବାକୁ ବାଧ୍ୟ ହୋଇଛି । WHO ମୁଖ୍ୟ କହିଛନ୍ତି ଡବ୍ଲୁଏଚ୍‌ଓ ସେସବୁ କରୁଛି , ଯାହା ଆମେ କରିପାରିବୁ । ମହତ୍ତ୍ୱପୂର୍ଣ୍ଣ ଉପକରଣ ସବୁ ସପ୍ଲାଇ କରାଯାଉଛି ।


Share It

Comments are closed.