ମହାକୁମ୍ଭରେ ଶ୍ରୀ ସନ୍ତୋଷ ମିଶ୍ରଙ୍କର ଅକାଳ ବିୟୋଗ
ବିଶିଷ୍ଟ କ୍ରିକେଟ ଖେଳାଳି ଓ କୋଚ ତଥା ଭାଷ୍ୟ କାର, ଆଶୁ କବି,ସାହିତ୍ୟିକ, ହିନ୍ଦୁ ମହାସଭା ସଂଯୋଜକ,ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାର ର ସମ୍ପାଦକ,ଓ ସର୍ବ ଭାରତୀୟ ବ୍ରାହ୍ମଣ ମହାସଂଘ ( ଓଡ଼ିଶା) ଶାଖାର ସଂଯୋଜକ ସନ୍ତୋଷ ମିଶ୍ର ଙ୍କ ଅକାଳ ବିୟୋଗ ଗତ ୨୯.୧.୨୫ ସକାଳେ ପ୍ରୟାଗ ରାଜ ଶିବିର ରେ ଥୁବା ସମୟ ରେ ଘଟିଥିଲା ଏହି ଅବସରରେ ଆଜି ତାଙ୍କ ଉଦେଶ୍ୟ ରେ ଶୋକ ସଭା ବୁଲନ ଭାଇ ମଣ୍ଡପ ମାଷ୍ଟର କ୍ୟାଣ୍ଟିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ଅବସରରେ ହନୁମାନ ଚାଳିଶା କରାଯିବା ସହ ଦିବଂଗତ ସନ୍ତୋଷ ମିଶ୍ର ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ କାମନା କରାଯାଇଥିଲା ଆଜିର କାର୍ଯ୍ୟକ୍ରମ ରେ ଇଁ ରବି ନାରାୟଣ ମହାପାତ୍ର ଶ୍ରୀ ସୁବଳ ବେହେରା ଡ଼ ନାରାୟଣ ମହାପାତ୍ର ପ୍ରବୋଧ ବାବୁ କନକ ଲତା ମହାପାତ୍ର ଗୌରାଙ୍ଗ ବାବୁ ପ୍ରମୁଖ ଯୋଗ ଦେଇଥିଲେ l
Comments are closed.