ରୟାଲ ଷ୍ଟାଗ ବୁମ ବକ୍ସ ପକ୍ଷରୁ ଆଧୁନିକ ମେଲୋଡି ଏବଂ ହିପ୍‌ହପ୍ ଗୀତ ‘ମେବି’

Share It

ଭୁବନେଶ୍ୱର : ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ ସହିତ ମିଳିତ ଭାବରେ ବ୍ରାଣ୍ଡର ପ୍ରମୁଖ ସଙ୍ଗୀତ ଆଇପି, ‘ରୟାଲ ଷ୍ଟାଗ ବୁମ ବକ୍ସ ଅରିଜିନାଲ୍ସ’ ଅଧିନରେ ଏକ ନୂତନ ଲାଇନ ଅଫ ସହିତ ଫେରିଛି । ‘ପେହଲେ ଜୈସୀ ବାତ ନହିଁ, ହୁଡି, ମୋହବତ ଏବଂ ଇମତିହାନ’ ଭଳି ଟ୍ରାକ ସହିତ ସଫଳ ପ୍ରଦର୍ଶନ ପରେ, ଉକ୍ତ ପ୍ଲାଟଫର୍ମ ବର୍ତମାନ ଏହି ସିଜିନର ତୃତୀୟ ଅରିଜିନାଲ, ମେବି ର ଶୁଭାରମ୍ଭ ହୋଇଛି । ଯେଉଁଥିରେ ଅରମାନ ମଲିକ ଏବଂ ଇକ୍କାଙ୍କ ସହିତ ଏକ ଆକର୍ଷଣୀୟ ସଂଗୀତ ହୋଇପାରିଛି । ଗତ ତିନି ବର୍ଷ ମଧ୍ୟରେ ଅନେକ ଦର୍ଶକଙ୍କୁ ଆକର୍ଷିତ କରିବା ପରେ, ରୟାଲ ଷ୍ଟାଗ ବୁମବକ୍ସ ଏହାର ଦ୍ୱିତୀୟ ସିଜନ ବୁମ ବକ୍ସ ସହିତ ଫେର ଆସିଛି ଏବଂ ସାଉଣ୍ଡଟ୍ରାକ ଯାହା ବ୍ରାଣ୍ଡର ଲିଭିଂ ଇଟ ଲାର୍ଜ ଭାବନାକୁ ପାଳନ କରେ ।
ଉକ୍ତ ସଂଗୀତ ସମ୍ପର୍କରେ ଗାୟକ ଅରମାନ ମଲିକ କହିଛନ୍ତି ଯେ, “ମେବି ଏକ ଗୀତ ଯାହା ପ୍ରକୃତରେ ହୃଦୟରୁ ଆସେ – ଏହା ସଚ୍ଚୋଟ, ଆବେଗିକ ଏବଂ ପ୍ରେମରେ ଅନିଶ୍ଚତତାର ସେହି ଭାବନାକୁ ସୂଚିତ କରେ ।” ରାପର ଇକ୍କା ଏହି ସହଯୋଗ ବିଷୟରେ ନିଜର ମତାମତ ପ୍ରଦାନ କରି କହିଛନ୍ତି ଯେ, “ ମେବି କେବଳ ଏକ ପ୍ରେମ ଗୀତ ନୁହେଁ – ଏହା ଏକ ପରିବେଶ, ଆମେ ସମସ୍ତେ କିପରି ଭଲ ସମୟକୁ ଆଉ ଟିକିଏ ଅଧିକ ସମୟ ଧରି ରଖିବାକୁ ଚାହୁଁଛୁ ତାହାର ଏକ ପ୍ରତିଫଳନ । ରୟାଲ ଷ୍ଟାଗ ବୁମ ବକ୍ସ ଏକ ସ୍ଥାନ ସୃଷ୍ଟି କରିଛି ଯେଉଁଠାରେ କଳାକାରମାନେ ପ୍ରକୃତରେ ପରୀକ୍ଷଣ କରିପାରିବେ ଏବଂ ନିଜକୁ ପ୍ରକାଶ କରିପାରିବେ ।”
ପର୍ନୋଡ ରିକାର୍ଡ ଇଣ୍ଡଆର ମୁଖ୍ୟ ମାର୍କେଟିଂ ଅଧିକାରୀ ଏବଂ ଗ୍ଲୋବାଲ ବିଜନେସ ଡେଭଲପମେଂଟ ହେଡ, କାର୍ତିକ ମୋହିନ୍ଦ୍ର କହିଛନ୍ତି ଯେ, “ ରୟାଲ ଷ୍ଟାଗକୁ ବୁମ ବକ୍ସ ଅରିଜିନାଲ୍ସ ସହିତ ଆମେ ରୋମାଂଚକର ନୂତନ ସଂଗୀତ ସହିତ ଅଭିଜ୍ଞତାକୁ ଉନ୍ନତ କରିବାକୁ ପ୍ରସ୍ତୁତ । ହିପ-ହପର ସ୍ପନ୍ଦନଶୀଳ ବିଟ ସହିତ ବଲିଉଡର ସ୍ୱରକୁ ମିଶ୍ରଣ କରି, ଲିଭିଂ ଇଟ ଲାର୍ଜର ବ୍ରାଣ୍ଡ ଦର୍ଶନକୁ ପ୍ରକୃତରେ ଉପସ୍ଥାପିତ କରିଥାଏ ।” ଏ ସଂପର୍କରେ ମତ ଦେଇ ପ୍ରୀତି ନାୟାର, ଏସଭିପି ଏବଂ ବିଜେନସ ହେଡ – ଭାରତ ଏବଂ ଦକ୍ଷିଣ ଏସିଆ, ୟୁଏମଜି ଫର ବ୍ରାଣ୍ଡସ କହିଛନ୍ତି ଯେ, “ରୟାଲ ଷ୍ଟାଗ ବୁମବକ୍ସ ହେଉଛି ସାହାସିକ ଅଭିବ୍ୟକ୍ତ ଏବଂ ପରିଚିତ ସୋନିକରୁ ନୂତନ ଆବିଷ୍କାର କରିବା ପାଇଁ ଏକ ଅଭିନବ ସୃଜନଶୀଳତାକୁ ଦର୍ଶାଇଥାଏ । ” ନିଖିତା ଗାନ୍ଧୀ ଏବଂ ଡିନୋ ଜେମ୍ସଙ୍କ ଦ୍ୱାରା ଲିଖିତ ସାଇ ଏବଂ ନୀତି ମୋହନ, ପାନ୍ଥର ଏବଂ ରାଭାଟୋରଙ୍କ ଦ୍ୱାରା ଲିଖିତ ସଜନା ମେରାର ସଫଳତା ପରେ , ସିଜିନର ତୃତୀୟ ଏବଂ ଶେଷ ଟ୍ରାକ – ମେବି, ଏବେ ୟୁଟ୍ୟୁବ, ସୋସିଆଲ ମିଡିଆ ଏବଂ ସମସ୍ତ ପ୍ରମୁଖ ଅଡିଓ ପ୍ଲାଟ ଫର୍ମରେ ଲାଇଭ ହେଉଛି । ରୟାଲ ଷ୍ଟାଗ ଲାଇଭ ଇଟ ଲାର୍ଜ ୟୁଟ୍ୟୁବ ଚ୍ୟାନେଲରେ ‘ମେବି’ ଦେଖନ୍ତୁ https://www.youtube.com/watch?v=JXIL5GOq24M

 


Share It

Comments are closed.