ରାଜଧାନୀର ଏହି ୭ଟି ସ୍ଥାନରେ ଆୟୋଜିତ ହେବ ରାବଣ ପୋଡି, ସଂପୂର୍ଣ୍ଣ ବିବରଣୀ ପାଇଁ ପଢନ୍ତୁ ଖବର
ଭୁବନେଶ୍ୱର: ଦଶହରାରେ ପାରମ୍ପରିକ ରାବଣ ପୋଡ଼ି, ରାବଣ ପୋଡ଼ିକୁ ବର୍ଷା ଯୋଗୁଁ ଓଦା ହେବାର ସମ୍ଭାବନା ଥିବାରୁ ପୂଜା ଆୟୋଜକମାନେ ଚିନ୍ତିତ।
ଏହି ବର୍ଷ ଭୁବନେଶ୍ୱରର ସାତଟି ସ୍ଥାନରେ ରାବଣ ପୋଡ଼ି ଆୟୋଜନ କରାଯାଇଛି। ଭୁବନେଶ୍ୱରରେ ରାବଣ ପୋଡ଼ିର ତାଲିକା ଏଠାରେ ଦିଆଯାଇଛି:
ନହରକାନ୍ତା
ବାରମୁଣ୍ଡା
କୋରାଡାକଣ୍ଟା
ବାଙ୍କୁଆଲ
ଗୋପାଳପୁର
କିଟ୍ ରୋଡ୍
କପିଳପ୍ରସାଦ ଫୁଟବଲ୍ ପଡ଼ିଆ
ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପୂଜା ଆୟୋଜକମାନେ ଏହାକୁ ନେଇ ଚିନ୍ତିତ।
Comments are closed.