ରାଧା ବଲ୍ଲଭ କମ୍ପୁଟରସ ର ଗ୍ରାଣ୍ଡ ଓପେନିଂ – ରାମ ନବମୀ ପର୍ଯ୍ୟନ୍ତ ବିଶେଷ ଅଫର

Share It

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ର ସଂଭ୍ରାନ୍ତ ଅଞ୍ଚଳ ସହିଦ ନଗରରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ଉପକରଣ ନେଇ “ରାଧା ବଲ୍ଲଭ କମ୍ପୁଟରସ” ନାମକ ଏକ ବ୍ୟାପକ ଏବଂ ଆଧୁନିକ ସୋ ରୁମ ଉଦ୍ଘାଟିତ ହୋଇଛି।

୨୧୦୦ ବର୍ଗ ଫୁଟ ର ବୃହତ୍ ସ୍ଥାନରେ ଏହି ସୋ ରୁମ ଅନେକ ପ୍ରସିଦ୍ଧ ବ୍ରାଣ୍ଡ ଯେପରି Epson, Canon, Zebronics, Gigabyte, Dell, HP, Lenovo ଇତ୍ୟାଦିର ଲାପଟପ, ଡେସ୍କଟପ୍, ପ୍ରିଣ୍ଟର, CCTV ଓ ପ୍ରୋଜେକ୍ଟର ଉପଲବ୍ଧ କରାଇଛି।

ଏହି ସୋ ରୁମ ନ୍ୟୁ ପେରିଫେରିଆଲ ଟେକନୋଲୋଜି” (NP Tech) ବ୍ୟାନର ତଳେ ଚାଲୁ ହୋଇଥିବା ବେଳେ, ରିଟେଲ ଏବଂ ହୋଲସେଲ ଦୁହିଁ ପ୍ରକାର ଗ୍ରାହକଙ୍କୁ ସେବା ଦେବ।

ଏହି ଦୁକାନ ସହିଦ ନଗର, ହୋଟେଲ ମେଘଦୂତ ନୂଆ ନାମ ଏମ୍ପାୟାର୍ସ ରାସ୍ତା, ବରୋଦା ବ୍ୟାଙ୍କ ଗ୍ରାଉଣ୍ଡ ଫ୍ଲୋରରେ ରହିଛି ଏବଂ ସକାଳ ୧୦ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

ଅନୁଭବୀ କର୍ମଚାରୀ ମାନେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସେବା ଦେବେ ସହ ସେଲ୍ସ ପରବର୍ତ୍ତୀ ସେବା (After Sales Service) ମଧ୍ୟ ଉପଲବ୍ଧ ରହିବ। ଆସନ୍ତା ରାମ ନବମୀ ପର୍ଯ୍ୟନ୍ତ ସମସ୍ତ କିଣାକିଣି ଉପରେ ବିଶେଷ ଉପହାର ଓ ଅଫର ଦିଆଯିବ।

ସୋ ରୁମ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ଆମନ୍ତ୍ରଣ ଜଣାଇ ଏହି ଆଧୁନିକ ଏବଂ ବ୍ୟାପକ ଟେକନୋଲୋଜି ଏକ୍ସପିରିଏନ୍ସ କରିବା ପାଇଁ ଅନୁରୋଧ କରାଯାଉଛି।


Share It

Comments are closed.