ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ
ଆଜି ଭୁବନେଶ୍ୱରବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଦରରେ ୧୬ ପଇସା ହ୍ରାସ ପାଇଛି। ଏହାଫଳରେ ଆଜି ପେଟ୍ରୋଲ ଲିଟର ପିଛା ଦାମ୍ ୧୦୧.୦୩ ଟଙ୍କା ଥିବାବେଳେ ଡିଜେଲ୍ ୯୨.୬୦ ଟଙ୍କା ରହିଛି।
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୦.୧୬ ଟଙ୍କା କମି ଲିଟର ପିଛା ୧୦୧.୦୩ ଟଙ୍କା ରହିଛି। ସେହିପରି ଡିଜେଲ ଦର ମଧ୍ୟ ୦.୧୬ ଟଙ୍କା କମି ବର୍ତ୍ତମାନ ଲିଟର ପିଛା ୯୨.୬୦ ଟଙ୍କା ରହିଛି। କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୪୬ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୯୩.୦୨ ଟଙ୍କା ରହିଛି।
ଭାରତର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର (ପ୍ରତି ଲିଟର):
ସହଜରେ ବୁଝିବା ପାଇଁ ସମସ୍ତ ସହରର ଦରକୁ ଏକ ତାଲିକାରେ ଦିଆଯାଇଛି:

Comments are closed.