Share It

ଶିଶୁ ବାଟିକାରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଅପ୍ରେଲ ୨ ରେ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡିଛୁଆଁ” ରେ ଯୋଗଦାନ କରିବାପାଇଁ କମିଶନର-ତଥା-ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ପିତାମାତାମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କଲେ।


Share It

Comments are closed.