ବିପକ୍ଷ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମ କୋର୍ଟ ପୂର୍ବତ୍ତନ ବିଚାରପତି ବି ସୁଦର୍ଶନ

Share It

କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲିକାର୍ଜୁନ ଖଡଗେ, ସୁପ୍ରିମ କୋର୍ଟ ପୂର୍ବତ୍ତନ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କୁ ବିପକ୍ଷ ଦଳର ଉପ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ରେଡ୍ଡି ହେଉଛନ୍ତି ସୁପ୍ରିମ କୋର୍ଟର ପ୍ରାକ୍ତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ।
ଖଡଗେ କହିଛନ୍ତି ଯେ, “ଅଲ ଇଣ୍ଡିଆ ବ୍ଲକ ଜଣେ ସାଧାରଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀତ୍ୱ କରିଛି । ଏହା ସର୍ବସମ୍ମତିକ୍ରମେ ନିଆଯାଇଛି । ସମସ୍ତ ବିପକ୍ଷ ଦଳ ତାଙ୍କ ନାମରେ ମୋହର ମାରିଥିବାରୁ ମୁଁ ବହୁତ ଖୁସି । ଏହା ଗଣତନ୍ତ୍ର ପାଇଁ ଏକ ବଡ ଉପଲବ୍ଧି ।”


Share It

Comments are closed.