ବିଶ୍ଵ ମହିଳା ଦିବସରେ ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି, ଏକ କୋଟିରୁ ଅଧିକ ମହିଳାଙ୍କ ବ୍ଯାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା

Share It

କାକଟପୁର,୧୭/୦୨:ବିଶ୍ବ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ ୮ ରେ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ।ଏକ କୋଟିରୁ ଅଧିକ ମହିଳାଙ୍କ ବ୍ଯାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା।ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ଘୋଷଣା କରିଛନ୍ତି ମହିଳା ଶିଶୁ ବିକାଶ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାକଟପୁର ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ମହିଳା ମାନଙ୍କ ଖାତାକୁ ଯିବା ପରେ ଗ୍ରାମୀଣ ଅର୍ଥନୀତିରେ ସାମୁହିକ ବିକାଶ ହେବା ସହ ମହିଳା ମାନଙ୍କୁ ଆର୍ଥିକ ସ୍ବଚ୍ଛଳତା ପ୍ରଦାନ କରାଯିବ ।


Share It

Comments are closed.