ପୁଣି ଟସ ହାରିଲା ଭାରତ, ଇଂଲଣ୍ଡର ପ୍ରଥମେ ବୋଲିଂ ନିଷ୍ପତି
ଭାରତ ବନାମ ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜର ୫ମ ତଥା ଶେଷ ଟେଷ୍ଟ ମ୍ୟାଚ ଆଜି ଅର୍ଥାତ ଗୁରୁବାର ଜୁଲାଇରୁ ଲଣ୍ଡନ କନିଙ୍ଗଟନ ଓଭାଲ ଷ୍ଟାଡିୟମରେ ଖେଳାଯାଉଛି । ଇଂଲଣ୍ଡର ଅଧିନାୟକ ଓଲି ପୋପ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛନ୍ତି । ଏହାର ଅର୍ଥାତ ଏହା ଯେ, ଗିଲ କ୍ରମାଗତ ଭାବେ ସିରିଜର ପଂଚମ ଟେଷ୍ଟ ମଧ୍ୟ ହାରିଯାଇଛନ୍ତି ଏବଂ ଭାରତ ପ୍ରଥମ ବ୍ୟାଟିଙ୍ଗ କରିବ । ଭାରତର ପ୍ଲେଇଂଗ ଏକାଦଶରେ ୪ ପରିବର୍ତ୍ତନ କରିଛନ୍ତି । ଯଶପ୍ରୀତ ବୁମରା, ରିଷଭ ପନ୍ତ , ଅନସୁଲ କମବୋଜ, ଠାକୁର ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଆକାଶଦୀପ, ଜୁରେଲ, ଆକାଶଦୀପ ଏବଂ କରୁଣ ନାୟାରଙ୍କୁ ସ୍ଥାନ ମିଳିଛି ।
Comments are closed.