ମିନ୍ତ୍ରା ପକ୍ଷରୁ ଇଓଆରଏସ ଅଫର, ବିବାହ, ଶୀତ ଓ ଛୁଟି ଋତୁର ଚାହିଦାକୁ ପୂରଣ କରିବା ପାଇଁ ୬୦ ଲକ୍ଷରୁ ଅଧିକ ଷ୍ଟାଇଲ

Share It

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ପ୍ଲାଟଫର୍ମ ମିନ୍ତ୍ରା ଏହାର ପ୍ରମୁଖ ଫ୍ୟାଶନ ଇଭେଂଟ ଏଣ୍ଡ ଅଫ୍ ରିଜନ ସେଲ (ଇଓଆରଏସ)ର ୨୩ତମ ସଂସ୍କରଣ ଆଣିଛି, ଯାହା ଡିସେମ୍ବର ୫ ତାରିଖରୁ ଆରମ୍ଭ ହେଉଛି। ୧୦,୦୦୦ରୁ ଅଧିକ ଆନ୍ତର୍ଜାତୀୟ, ଘରୋଇ ଓ ହୋମ୍‌ଗ୍ରୋନ ବ୍ରାଣ୍ଡଗୁଡିକରୁ ୬ ମିଲିୟନରୁ ଅଧିକ ଷ୍ଟାଇଲର ଏକ ବିସ୍ତୃତ କଲେକ୍ସନ ଥିବା ଏହି ଇଓଆରଏସ ସଂସ୍କରଣ ଗ୍ରାହକଙ୍କୁ ଏହାର ‘ପ୍ରାଇସ କ୍ରାଶ୍‌’ କ୍ୟାମ୍ପେନ ମାଧ୍ୟମରେ ଆକର୍ଷଣୀୟ ମୂଲ୍ୟରେ ଉଚ୍ଚମାନର ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ଆସର୍ଟମେଂଟଗୁଡିକୁ ଆକ୍‌ସେସ କରିବା ପାଇଁ ସକ୍ଷମ କରିବ।

ମିନ୍ତ୍ରାର ମଜବୁତ ସମୁଦାୟ ଭିଆଇପି-ଓନ୍‌ଲି ସ୍ପେଶାଲ ଅଫର, ଉତ୍ସର୍ଗୀକୃତ ଭିଆଇପି ୱିକେଣ୍ଡ ଲାଭ ସହିତ ଲୋଭନୀୟ ଇଓଆରଏସ-୨୩ ଡିଲ୍‌ଗୁଡିକୁ ହାସଲ କରିବା ଓ ସେମାନଙ୍କର କ୍ରୟରେ ଅତିରିକ୍ତ ମୂଲ୍ୟ ଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି।

ଗ୍ରାହକମାନେ ବେଗ ଚାହୁଁଥିବା ଚିହ୍ନଟ କରିବା ପରେ ମିନ୍ତ୍ରା ଏହି ଇଓଆରଏସ ପାଇଁ ଫାଷ୍ଟ୍ ଡେଲିଭରିକୁ ପ୍ରାଥମିକତା ଦେଉଛି, ଯାହା ବିକ୍ରି ଅର୍ଡରଗୁଡିକୁ ଯେତେ ଶୀଘ୍ର ସମ୍ଭବ ଗ୍ରାହକଙ୍କ ନିକଟରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛି। ଏହି ପ୍ଲାଟଫର୍ମ ଫୁଲ୍‌ଫିଲମେଂଟକୁ ଉନ୍ନତ କରିବା ପାଇଁ ଏହାର ଯୋଗାଣ ଶୃଙ୍ଖଳା, ଲିଜିଷ୍ଟିକ ଓ ଟେକ୍ନୋଲୋଜିକୁ ସୁଦୃଢ କରିବା କ୍ଷେତ୍ରରେ ବହୁମାତ୍ରାରେ ନିବେଶ କରୁଛି। ଏହା ଗ୍ରାହକମାନେ ଯେପରି ଆମର ସାଧାରଣ ସୁବିଧାଜନକ ଓ ନିର୍ଭରଯୋଗ୍ୟ ଡେଲିଭରି ସ୍ପିଡ୍ ସହ ଏକୀକୃତ ଅତୁଳନୀୟ ଇଓଆରଏସ ମୂଲ୍ୟ ପାଇବେ ତାହା ନିଶ୍ଚିତ କରୁଛି।

କ୍ୟାଟାଗୋରି ଟ୍ରେଣ୍ଡ ଓ ଚାହିଦାର ପୂର୍ବାନୁମାନ

ଏହି ସଂସ୍କରଣରେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ଥିବା ବର୍ଗଗୁଡିକରେ ମହିଳା ଓ ପୁରୁଷଙ୍କ ଏଥ୍‌ନିକ ୱେୟାର, ଜୁଏଲାରୀ, ବିୟୁଟି ଓ ପର୍ସନାଲ କେୟାର ଆଦି ସାମିଲ ରହିଛି ଯାହା ବିବାହ ଋତୁର ଚାହିଦା ଦ୍ୱାରା ପରିଚାଳିତ। ସପର୍‌ମାନେ ମହିଳା ଓ ପୁରୁଷଙ୍କ ୱେଷ୍ଟର୍ଣ୍ଣ ୱେୟାର, କାଜୁଆଲ ୱେୟାର, ପାର୍ଟି ୱେୟାର, ୱିଂଟର ଆପାରେଲ ଓ ହୋମ୍ ଆଦି ବର୍ଗଗୁଡିକୁ ବ୍ରାଉଜ କରିବାର ସମ୍ଭାବନା ରହିଛି କାରଣ ସେମାନେ ଥଣ୍ଡା ପାଣିପାଗ ଓ ବର୍ଷ ଶେଷର ଉତ୍ସବଗୁଡିକ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ୱାଚ ଓ ୱେୟାରେବୁଲ୍ସ, ଟ୍ରାଭେଲ ଏସେନ୍ସିଆଲ୍ସ, ସ୍ପୋର୍ଟସ ଫୁଟ୍‌ୱେୟାର, କିଡ୍‌ସ ୱେୟାର ଓ ଗିଫ୍ଟିଙ୍ଗ ଭଳି ବର୍ଗରେ ଅତିରିକ୍ତ ବେଗର ଆକଳନ କରାଯାଉଛି।

ଚଳିତ ଇଓଆରଏସ ସମୟରେ ଅଧିକ ଚାହିଦା ହାସଲ କରିବାର ସମ୍ଭାବନା ଥିବା ଲୋକପ୍ରିୟ ବ୍ରାଣ୍ଡଗୁଡିକରେ ଏଚଆଣ୍ଡଏମ, ମ୍ୟାଙ୍ଗୋ, ଲିଭାଇସ, ପୁମା, ନାଇକ, ଆଡିଡାସ, ଗ୍ୱେସ, ୟୁ.ଏସ. ପୋଲୋ ଆସୋସିଏଶନ , ବିବା, ଲିବାସ, ଏଚଆରଏକ୍ସ, ଅନୌକ, ଡିୱାସ୍ ବାଏ ମାନ୍ୟବର, ଟମି ହିଲ୍‌ଫାୟର, ଅଲ୍‌ଡୋ, ରେୟାର ର‌୍ୟାବିଟ୍‌, ହାଉସ ଅଫ୍ ପଟୌଦି, ଆଲେନ ସୋଲି, ଏଏସଆଇସିଏସ, ଟ୍ରେଣ୍ଡିଅଲ, ଲ୍ୟାକ୍‌ମି, ମେବିଲାଇନ, ରନ୍‌, ମ୍ୟାକ୍‌, କ୍ଲିନିକ୍‌, ଏଷ୍ଟି ଲାଉଡର, ସ୍ମାସବକ୍ସ, ବବି ବ୍ରାଉନ, ହୁଡା ବିୟୁଟି, ଭିକ୍ଟୋରିଆସ୍ ସିକ୍ରେଟ, ୟେସ୍ ସେଂଟ ଲୌରେଂଟ, ଲାନ୍‌କମ, ଭାଲେଂଟିନୋ, ମାସାବା, ରିତୁ କୁମାର, କଲ୍‌କି ଫ୍ୟାଶନ ସିଗ୍ନେନଚର, ମଂଟେ କାର୍‌ଲୋ, ରେମଣ୍ଡ ହୋମ୍‌, ବମ୍ବେ ଡାୟିଙ୍ଗ ଆଦି ସାମିଲ ରହିଛି।

ଇଓଆରଏସ-୨୩ ପାଇଁ ଉତ୍ସାହଜନକ ନୂଆ ଲଂଚ୍‌

ଇଓଆରଏସ-୨୩ ସପର୍‌ଙ୍କ ପାଇଁ ନୂଆ ଲଂଚଗୁଡିକର ଏକ ସିରିଜ୍‌ର ଶୁଭାରମ୍ଭ କରିଛି ଯାହା ଫ୍ୟାଶନ, ବିୟୁଟି, ହୋମ୍ ଓ ଡି୨ସି ବ୍ରାଣ୍ଡ ବର୍ଗରେ ପରିବ୍ୟାପ୍ତ ରହିଛି।

ଫ୍ୟାଶନ ବର୍ଗରେ ଗ୍ରାହକମାନେ ଆମେରିକାନ ଇଗଲ ଢ ଅନନ୍ୟା ପାଣ୍ଡେ କଲେକ୍ସସନ ସହିତ କ୍ୟାମ୍ପସ ସ୍ପୋର୍ଟସ ଆପାରେଲ, ଅଣ୍ଡର ଆର୍‌ର୍ମର୍‌ର ପ୍ରୋଜେକ୍ଟ ରକ୍ ୮ ଜିମ ଟ୍ରେନିଙ୍ଗ ସୁ ଓ ସୌକୋନି ସ୍ନିକର୍ସର ନୂଆ ସ୍ପୋର୍ଟସ ଲଂଚ ଆଦିକୁ ଏକ୍ସପ୍ଲୋର କରିପାରିବେ।

ଡି୨ସି ଓ ରାଇଜିଂ ଷ୍ଟାର୍‌ସ ପୋର୍ଟଫୋଲିଓ ମଧ୍ୟରେ ନୂଆ ସିଲେକ୍ସନଗୁଡିକରେ ହୋମ୍ ଫର୍ଣ୍ଣିଶିଙ୍ଗରେ ଲଙ୍ଗୱେ, ମେନ୍‌ସ କାଜୁଆଲ ଫୁଟ୍‌ୱେୟାରରେ ଇଟାଲିଆନ ସୁ କମ୍ପାନୀ, ୱମେନ୍‌ସ ଏଥ୍‌ନିକରେ ତାରା ସି ତାରା, ୱମେନ୍‌ସ ଏଥ୍‌ନିକରେ ଫ୍ୟାଶନ ଫ୍ଲୋର ଇଣ୍ଡିଆ (ଏଫଏଫଆଇ) ଭଳି ବ୍ରାଣ୍ଡ ସାମିଲ ରହିଛି।

ବିୟୁଟି ଓ ପର୍ସନାଲ କେୟାର (ବିପିସି)ରେ ବର୍ତମାନର ଏହାର ସବୁଠାରୁ ବିସ୍ତୃତ ସିଲେକ୍ସନ ଅନ୍ତର୍ଭୁକ୍ତ ରହିବ, ଏଥିସହିତ ମ୍ୟାକ୍‌, କାମା ଆୟୁର୍ବେଦା ଓ ସେରାଭି ସମେତ ପ୍ରିମିୟମ ଗ୍ଲୋବାଲ ଲେବେଲ୍ ଏବଂ ଚୋପାର୍ଡ, ଗ୍ୱେସ, ଫେରାଗାମୋ ଓ ପୋଲିସ ଭଳି ବ୍ରାଣ୍ଡଗୁଡିକରୁ ଲକ୍‌ଜରୀ ଫ୍ରାଗ୍ରାନ୍ସ ଓ ଗିଫ୍ଟିଙ୍ଗ ସଲ୍ୟୁଶନ ସମେତ ୨୦୦୦ରୁ ଅଧିକ ବ୍ରାଣ୍ଡଗୁଡିକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେବ।

ମିନ୍ତ୍ରା ଲ୍ୟୁକ୍ସ ମ୍ୟାଥି ଟିସୋଟ, ମାଇକେଲ୍ କୋର୍‌ସ, ଗ୍ୱେସ ଭଳି ଅଗ୍ରଣୀ ୱାଚ ବ୍ରାଣ୍ଡ ସହ ମ୍ୟାକ୍‌, କ୍ଲିନିକ, ଏଷ୍ଟି ଲାଉଡର, ସ୍ମାଶବକ୍ସ, ବବି ବ୍ରାଉନ, ହୁଡା ବିୟୁଟି, ଭିକ୍ଟୋରିଆସ୍ ସିକ୍ରେଟ, ୟେସ୍ ସେଂଟ ଲୌରେଂଟ, ଲାନ୍‌କମ ଓ ଭାଲେଂଟିନୋ ଭଳି ବ୍ରାଣ୍ଡରୁ ଲକ୍‌ଜରୀ ବିୟୁଟି ସହିତ ପ୍ରିମିୟମ ସପିଂ ଅନୁଭୂତିକୁ ଆହୁରି ଉନ୍ନତ କରିବ। ଫ୍ୟାଶନ କ୍ଷେତ୍ରରେ ମିନ୍ତ୍ରା ଲ୍ୟୁକ୍ସ ମାସାବା, ରିତୁ କୁମାର ଓ କଲ୍‌କି ଫ୍ୟାଶନ ଭଳି ଡିଜାଇନରଙ୍କର ୧୫୦୦ରୁ ଅଧିକ ଷ୍ଟାଇଲ ଉପସ୍ଥାପନ କରିବ। ଏଥିସହିତ ଏହା ଡେସିଗୁଆଲର ଭାରତ ଡେବ୍ୟୁ ମଧ୍ୟ କରିବ ଯାହା ୧୦୦ରୁ ଅଧିକ ଷ୍ଟାଇଲ ସହ ଲଂଚ ହେବ।

ଜେନ୍ ଜି’ ବା ଯୁବବର୍ଗଙ୍କ ଉପରେ ଗୁରୁତ୍ୱ

ମିନ୍ତ୍ରା ବିବିଧ ଗ୍ରାହକ ବର୍ଗକୁ ସେବା ପ୍ରଦାନ ଜାରି ରଖିଥିବାରୁ ଏହାର ଜେନ୍ ଜି-ଫୋକସ୍‌ଡ ଏଫଡବ୍ଲ୍ୟୁଡି ପୋର୍ଟଫୋଲିଓ ଗ୍ଲିଟଚେଜ, ଷ୍ଟାଇଲକାଷ୍ଟ, ବନଗୁଲ, ବ୍ଲୁମିଂ ଟେଲ୍‌ସ ସମେତ ଯୁବପିଢିଙ୍କ ପସନ୍ଦର ବ୍ରାଣ୍ଡଗୁଡିକରୁ ୫ ଲକ୍ଷ ଟ୍ରେଣ୍ଡ-ପ୍ରଥମ ଷ୍ଟାଇଲକୁ ଏକାଠି କରିବ। ବର୍ଷ ଶେଷର ଉତ୍ସବ ଆରମ୍ଭ ହେବା ସହିତ ଏଫଡବ୍ଲ୍ୟୁଡି, ପାର୍ଟି ୱେୟାର ପୋଷାକ ପାଇଁ ଅଭିବ୍ୟକ୍ତିଶୀଳ ଫ୍ୟାଶନ ଚାହୁଁଥିବା ଯୁବ ଗ୍ରାହକଙ୍କ ସହ ଦୃଢ ଭାବେ ପ୍ରତିଧ୍ୱନିତ୍ୱ କରୁଛି। ସପର୍‌ମାନେ ଉନ୍ନତ ମୂଲ୍ୟରେ ୱିଂଟର ୱେୟାର, ଡ୍ରେସ, ଜିନ୍‌ସ, କୂର୍ତା ଓ କୁର୍ତିରେ ଆନ୍ତର୍ଜାତୀୟ ଷ୍ଟାଇଲଗୁଡିକୁ ଅନ୍ୱେଷଣ କରିପାରିବେ।

ଏମ୍‌-ନାଓ: ଇଓଆରଏସ-୨୩ ପାଇଁ ହାଇପର-ସ୍ପିଡ ଫ୍ୟାଶନ ଡେଲିଭରି

ମିନ୍ତ୍ରାର ହାଇପର-ସ୍ପିଡ ଡେଲିଭରି ସର୍ଭିସ, ଏମ୍‌-ନାଓ ଚଳିତ ଋତୁରେ ବିଶେଷ କରି ସମୟ-ସଚେତନ କ୍ରୟ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ପ୍ରମୁଖ ସୁବିଧା ପରିଚାଳକ ଭାବେ ବଜାୟ ରହିବ। ଫ୍ୟାଶନ, ବିୟୁଟି, ଆକ୍‌ସେସରି ଓ ହୋମ୍ ବର୍ଗରେ ୧ ଲକ୍ଷରୁ ଅଧିକ ଷ୍ଟାଇଲ ସହିତ ଏମ-ନାଓ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନସିଆର, ହାଇଦ୍ରାବାଦ, କୋଲ୍‌କାତା ଓ ପୁନେରେ ସପରମାନଙ୍କୁ କେବଳ ୩୦ ମିନିଟ୍‌ରେ ନିଜର ଅର୍ଡର ପାଇବା ପାଇଁ ସକ୍ଷମ କରିବ। ଗ୍ରାହକମାନେ ବିବାହ, ସାମାଜିକ ସମାରୋହ, ଶେଷ ସମୟରେ ଭ୍ରମଣ ଯୋଜନା ଓ ବର୍ଷ ଶେଷର ପାର୍ଟି ଭଳି ବ୍ୟସ୍ତବହୁଳ ସମୟର ସାମ୍‌ନା କରୁଥିବାରୁ ଏମ୍‌-ନାଓ ବିଭିନ୍ନ ଟ୍ରେଣ୍ଡ-ପ୍ରଥମ ବିକଳ୍ପଗୁଡିକ ସହ ଉପଯୋଗୀ ପ୍ରମାଣିତ ହେଉଛି, ଯାହା ଗ୍ରାହକମାନେ ଶେଷ ମୁହୂର୍ତରେ ମଧ୍ୟ ପର୍‌ଫେକ୍ଟ ଲୁକ୍ ପାଇପାରିବେ ବୋଲି ନିଶ୍ଚିତ କରିଥାଏ।

ଇଓଆରଏସର ୨୩ତମ ସଂସ୍କରଣ ସମ୍ପର୍କରେ ମିନ୍ତ୍ରାର ରେଭେନ୍ୟୁ ଆଣ୍ଡ ଗ୍ରୋଥ୍ ବିଭାଗର ମୁଖ୍ୟ ଭାରତ କୁମାର କହିଛନ୍ତି, “ ଇଓଆରଏସ ଭାରତର ଫ୍ୟାଶନ କ୍ୟାଲେଣ୍ଡର କ୍ଷେତ୍ରରେ ଏକ ପରିଭାଷିତ ମୁହୂର୍ତ ହେବା ଜାରି ରଖିଛି। ଇଓଆରଏସ-୨୩ ସହ ଆମେ ଗ୍ରାହକଙ୍କୁ ଚମତ୍କାର ମୂଲ୍ୟରେ ଟ୍ରେଣ୍ଡ-ଫର୍‌ୱାର୍ଡ ଷ୍ଟାଲଇର ଏକ ବିସ୍ତୃତ ଚୟନ ପ୍ରଦାନ କରି ଆନନ୍ଦିତ। ଏହି ସଂସ୍କରଣ ନୂଆ ଲଂଚ, ସିଜ୍‌ନାଲ ସିଲେକ୍ସନ ଓ ସହଜ ସପିଙ୍ଗ ଅନୁଭୂତିର ଏକ ଦୃଢ ସମ୍ମିଶ୍ରଣକୁ ଏକାଠି କରିଛି, ଯାହା ହାଇପର-ସ୍ପିଡ ଡେଲିଭରି ଓ ଟେକ୍ନୋଲୋଜି-ଚାଳିତ ନିମଜ୍ଜିତ ଡିସ୍କଭରି ଫର୍ମାଟ ଦ୍ୱାରା ସମର୍ଥିତ ଅଟେ। ବର୍ଷ ଶେଷର ବିବାହ, ପାର୍ବଣ ସମାରୋହ, ଶୀତକାଳିନ ଅପ୍‌ଡେଟ, ଭ୍ରମଣ ଯୋଜନା ଓ ଉପହାର ମୁହୂର୍ତଗୁଡିକର ଏକ ପ୍ୟାକ୍‌ଡ କ୍ୟାଲେଣ୍ଡର ପାଇଁ ଗ୍ରାହକମାନେ ପ୍ରସ୍ତୁତ ହେଉଥିବାରୁ, ଇଓଆରଏସ-୨୩କୁ ସଠିକ ମୂଲ୍ୟରେ ସଠିକ ଚୟନ ସହିତ ଏଭଳି ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ପ୍ରତ୍ୟେକ ସପର୍ ଯେପରି ନିଜ ଅବସର ସହ ଉପଯୁକ୍ତ ଭାବେ ମେଳ ଖାଉଥିବା ସମସ୍ତ ଉତ୍ପାଦ ପାଇପାରିବେ ତାହା ନିଶ୍ଚିତ କରିଥାଏ।”

ଏହି ଇଭେଂଟର ବ୍ୟାପକତା ସ୍ୱତନ୍ତ୍ର, ଟ୍ରେଣ୍ଡି ଫ୍ୟାଶନ ଓ ବିୟୁଟି ସଲ୍ୟୁଶନକୁ ଅନ୍ୱେଷଣ କରିବା ପାଇଁ ଆଗ୍ରହୀ ପ୍ରଥମ ଥରର ସପରଙ୍କ ସମେତ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସହ ବ୍ରାଣ୍ଡଗୁଡିକୁ ଉପସ୍ଥାପନ କରିଛି।

ଇଓଆରଏସ-୨୩ ଉପରେ ଉତ୍ସାହଜନକ ବ୍ୟାଙ୍କ ଅଫର

୧. ଆଇସିଆଇସିଆଇ, ଆରବିଏଲ – ୧୦% ତତ୍କାଳ ରିହାତି
୨. ପେଟିଏମ ୟୁପିଆଇ – ୟୁପିଆଇ ଉପରେ ନିଶ୍ଚିତ କ୍ୟାଶବ୍ୟାକ
୩. ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପରେ ଫ୍ଲାଟ ୭.୫% କ୍ୟାଶବ୍ୟାକ

ଆବିଷ୍କାର ଓ ଯୋଗଦାନକୁ ଉନ୍ନତ କରିବା ପାଇଁ ମିନ୍ତ୍ରା ଏହାର ବିସ୍ତୃତ ସାମାଜିକ ବାଣିଜ୍ୟିକ ଇକୋସିଷ୍ଟମକୁ ଉପଯୋଗ କରିବା ଜାରି ରଖିବ। ଦେଶର ଇନ୍‌ଫ୍ଲୁଏନ୍ସର ଓ କ୍ରିଏଟରମାନେ ଥିମ୍‌ଡ ଏହି ଋତୁ ପାଇଁ ନିର୍ମିତ ଥିମ୍‌ଡ ଲୁକ ଓ ଷ୍ଟାଇଲିଂ ପ୍ରେରଣା ସୃଷ୍ଟି କରିବେ। ଏଭଳି ଫର୍ମାଟଗୁଡିକ ଜେନ୍ ଜି ଓ ମିଲେନିଆଲଙ୍କଠାରୁ ମଜବୁତ ଅଂଶଗ୍ରହଣ ପରିଲକ୍ଷିତ କରିବା ଜାରି ରଖିଛି, ଯାହା ଅନ୍ତର୍ନିହିତ, ମନୋରଞ୍ଜନ-ଚାଳିତ ସପିଙ୍ଗ ଯାତ୍ରାଗୁଡିକୁ ଆଗକୁ ବଢାଇବାରେ ମିନ୍ତ୍ରାର ନେତୃତ୍ୱକୁ ସୁଦୃଢ କରିଛି। ଏହାବ୍ୟତୀତ ଇଓଆରଏସ ସମୟରେ ଆସିବାକୁ ଥିବା ଅଧିକ ଚାହିଦା ଦେଶବ୍ୟାପୀ ହଜାର ହଜାର ଡେଲିଭରି ପାର୍ଟନରଙ୍କ ଆୟ ସୁଯୋଗକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।


Share It

Comments are closed.