ମାର୍ଚ୍ଚରୁ ହୋଇପାରେ ମର୍ଣିଂ ସ୍କୁଲ
ଭୁବନେଶ୍ବର: ଓଡ଼ିଶାରେ ସାଧାରଣତଃ ଏପ୍ରିଲ ମାସରୁ ସକାଳୁଆ ସ୍କୁଲ୍ ହୋଇଥାଏ। କିନ୍ତୁ ଏବେଠାରୁ ରାଜ୍ୟରେ ଗ୍ରୀଷ୍ମ ର ପ୍ରବାହ ଅସହ୍ୟ ହୋଇପଡିଥିବା ବେଳେ ରାଜ୍ୟରେ ଖୁବ ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ ଏଭଳି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
Comments are closed.