୪୦୦ ଦିନିକିଆ ଖେଳିବାରୁ ବଞ୍ଚିତ ହୋଇଛନ୍ତି ଏହି ୬ ଖେଳାଳୀ

Share It

ସଚିନ ତେନ୍ଦୁଲକର, ମହିଲା ଜୟବର୍ଦ୍ଦନେ, ସନଥ ଜୟସୁରୀୟା ଏବଂ କୁମାର ସାଙ୍ଗାକାରା ଦୁନିଆର ଏହି ଚାରି ଖେଳାଳୀ ଯିଏକି ୪୦୦ରୁ ଉର୍ଦ୍ଧ୍ୱ ଦିନିକିଆ ଖେଳିଛନ୍ତି ।
ଏହି ଖେଳାଳୀଙ୍କ ସମେତ ଏମିତି କିଛି ଖେଳାଳୀ ୍ଅଛନ୍ତି ଯିଏକି ୪୦୦ ଦନିକିଆ ଖେଳିବାରୁ ବଂଚିତ ହୋଇଛନ୍ତି ।
ସାହିଦ ଆଫ୍ରିଦି : ୪୦୦ ଦିନିକିଆର ନିକଟବର୍ତ୍ତୀ ହୋଇ ରେକର୍ଡକୁ ହାସଲ କରିପାରିନଥିବା ଖେଳାଳୀ ହେଉଛନ୍ତି ସାହିଦ ଆଫ୍ରିଦି । ସାହିଦ ଆଫ୍ରିଦି ମୋଟ ୩୯୮ ଦିନିକିଆ ଖେଳିଛନ୍ତି ।
ଇଞ୍ଜମାମ ଉଲ ହକ : ଏହି ତାଲିକାରେ ଅଛନ୍ତି ଇଞ୍ଜମାମ ଉଲ ହକ । ସେ ମୋଟ ୩୭୮ ଦିନିକିଆ ଖେଳିଛନ୍ତି ।
ରିକି ପଏଂଣ୍ଟି : ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ତଥା ମହାନ ଖେଳାଳୀ ରିକି ପଏଂଣ୍ଟି । ସେ ମୋଟ ୩୭୫ ଦିନିକିଆ ମ୍ୟାଚ ଖେଳିଛନ୍ତି ।
ୱାସିମ ଆକ୍ରମ : ପାକିସ୍ତାନର ୱାସିମ ଆକ୍ରମ ମୋଟ ୩୫୬ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି ।
ସେହିଭଳି ଧୋନି ଏବଂ ମୁରଲିଧରନ ଉଭୟ ୩୫୦ ଦିନିକିଆ ମ୍ୟାଚ ଖେଳିଛନ୍ତି ।


Share It

Comments are closed.