ଜୁଲାଇରେ ୧୬ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍
ଜୁଲାଇ ଆରମ୍ଭ ହେବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ଯଦି ଆପଣ ଜୁଲାଇରେ ବ୍ୟାଙ୍କରେ କୌଣସି କାମ ରଖିଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଆରବିଆଇ ୨୦୨୨ ଜୁଲାଇ ମାସର ଛୁଟି ଲିଷ୍ଟ ଜାରି କରିଛି । ଏହି ଲିଷ୍ଟ ଅନୁସାରେ ଜୁଲାଇରେ ପାଖାପାଖି ୧୬ଦିନ ବ୍ୟାଙ୍କ ବନ୍ଦ ରହିବାରେ ଅଛି । ଆସନ୍ତୁ ଜାଣିବା କେବେ କେବେ ରହିଛି ଏହି ଛୁଟି…
୧ ଜୁଲାଇ- ରଥଯାତ୍ରା (ଭୁବନେଶ୍ୱର ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ)
୩ – ରବିବାର (ସାପ୍ତାହିକ ଛୁଟି)
୫ – ଜମ୍ମୁ ଏବଂ କଶ୍ମୀରରେ ବ୍ୟାଙ୍କ ବନ୍ଦ
୬ – ଏମଏଚଆଇପି ଦିବସ – ମିଜୋରାମରେ ବ୍ୟାଙ୍କ ବନ୍ଦ
୭ – ଖର୍ଚ୍ଚି ପୂଜା – ଅଗରତାଲାରେ ବ୍ୟାଙ୍କ ବନ୍ଦ
୯ – ଶନିବାର(ମାସର ଦ୍ୱିତୀୟ ଶନିବାର)
୧୦ – ରବିବାର(ସାପ୍ତାହିକ ଛୁଟି)
୧୧ – ଇଜ-ଉଲ-ଆଜା (ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
୧୩- ଭାନୁ ଜୟନ୍ତୀ- ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ
୧୪- ବେନ ଡିଏନଖଲାମ – ଶିଲଙ୍ଗରେ ବ୍ୟାଙ୍କ ବନ୍ଦ
୧୬- ହରେଲା – ଡେରାଡୁନରେ ବ୍ୟାଙ୍କ ବନ୍ଦ
୧୭- ରବିବାର (ସାପ୍ତାହିକ ଛୁଟି)
୨୩ – ଶନିବାର (ମାସର ଚତୁର୍ଥ ଶନିବାର)
୨୪- ରବିବାର (ସାପ୍ତାହିକ ଛୁଟି)
୨୬- କେର ପୂଜା- ଅଗରତାଲାରେ ବ୍ୟାଙ୍କ ବନ୍ଦ
୩୧- ରବିବାର(ସାପ୍ତାହିକ ଛୁଟି)
Comments are closed.