Oplus_131072 ଖବର ଆସନ୍ତା କାଲି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ବାବା କେଦାରନାଥ By SIbu Singh On May 1, 2025 Share Itଆସନ୍ତା ୨ ତାରିଖରେ ବାବା କେଦାରନାଥ ଧାମର କବାଟ ଖୋଲିବ ଏବଂ ଉଦ୍ ଘାଟନୀ ସମାରୋହ ପୂର୍ବରୁ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଉଛି। ମନ୍ଦିରକୁ ୧୦୮ କୁଇଣ୍ଟାଲ ଫୁଲରେ ସଜ୍ଜିତ କରାଯାଇଥିବା ସୂଚନା ମିଳିଛି। Share It
Comments are closed.