ଭିଆରଏସ ନେଲେ ସୁଜାତା କାର୍ତ୍ତିକେୟାନ

Share It

ଭୁବନେଶ୍ୱର: ମାସକ ତଳେ ସୁଜାତା ଆର କାର୍ତ୍ତିକେୟନ ସ୍ୱଚ୍ଛୋକୃତ ଅବସର (ଭିଆର୍ଏସ୍) ପାଇଁ ଆବେଦନ କରିଥିଲେ। ତେବେ ଏନେଇ ସରକାରୀ ସ୍ତରରେ କୌଣସି ଆନୁଷ୍ଠାନିକ ସୂଚନା ସାର୍ବଜନୀନ ହୋଇନାହିଁ। କେନ୍ଦ୍ର ସରକାର ତାଙ୍କ ଭିଆର୍ଏସ୍ ଆବେଦନକୁ ଗ୍ରହଣ କରିଥିବା ଖବର ଆସିବା ପରେ ଏବେ ବିଭାଗ ଭିତରେ ଚର୍ଚ୍ଚା ଜୋର ଧରିଛି।

ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଙ୍କ ପତ୍ନୀ। ଝିଅର ଦଶମ ଶ୍ରେଣୀ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ସେ ୬ ମାସଛୁଟି ନେବା ପରେ ନିକଟରେ ପୁଣି ଥରେ ଡ୍ୟୁଟିଆରମ୍ଭ କରିଛନ୍ତି। ଯଦିଓ ସେ ତାଙ୍କ ଛୁଟି ଅବଧି ବୃଦ୍ଧି ପାଇଁ ଆବେଦନ କରିଥିଲେ, କିନ୍ତୁ ବିଜେପି ନେତୃତ୍ୱାଧୀନ ସରକାର


Share It

Comments are closed.