ପଟିଆରେ ଖୋଲିଲା ଜେ ଆଣ୍ଡ ଟି ର ପଞ୍ଚମ ମେଗା ଜୁଏଲାରୀ ଷ୍ଟୋର
ଭୁବନେଶ୍ୱର: ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ କର କମଳ ରେ ଉଦଘାଟିତ ହୋଇଛି। ଷ୍ଟୋରର ସତ୍ଵାଧିକାରୀ ସୁରେଶ ଚୌଧୁରୀ ଏହି ଅବସରରେ ମେୟରଙ୍କୁ ସୋ ରୁମ୍ ବୁଲାଇ ଦେଖାଇଥିଲେ । ଉଦଘାଟନ ସମାରୋହ ପରେ ସାମ୍ବାଦିକ ମାନଙ୍କୁ ଷ୍ଟୋର ମାଲିକ ତଥା ନିର୍ଦ୍ଦେଶକ ଚୌଧୁରୀ ସୂଚନା ଦେଇ କହିଥିଲେ ଏହା ୫ମ ମେଗା ସୋରୁମ୍ । ଏହି ସୋରୁମକୁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ
କର୍ପୋରେଟର ମନ୍ଦିର କୁମାର ରାଉତ, ପ୍ରିତିନନ୍ଦା ରାଉତରାୟ ଏବଂ ମୋନାଲିସା ପ୍ରମୁଖ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି।
ସୁରେଶ କୁମାର ଚୌଧୁରା ତାଙ୍କର ଆଗାମୀ ସଂପ୍ରସାରଣ ବିଷୟରେସୂଚନା ଦେବା ସହିତ ଉତ୍ତମ ଗ୍ରାହକ ସେବା ପାଇଁ କହିଥିଲେ ଓ ଡିଜାଇନ ଉପରେ ଗୁରୁତ୍ଵ ଦେଇଥାଏ ।
ବାକି ବ୍ରହ୍ମପୁର ଏବଂ ବାଲେଶ୍ଵରଠାରେ ଏହାର ସୋରୁମ୍ ରହିଛି ।
Comments are closed.