ଆରପାରିରେ ପୂର୍ବତ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବିଷ୍ଣୁ ଦାସ

Share It

ପାରିରେ ପୂର୍ବତ୍ତନ ମନ୍ତ୍ରୀ ତଥା ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହେଇଥିଲା । ସୋମବାର ବିଷ୍ଣୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିବା ହେତୁ ଆଜି ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଅନେକ ଦିନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ।


Share It

Comments are closed.