୩୮ ବର୍ଷ ପରେ ଶ୍ରୀନଗରରେ ପହଞ୍ଚିଲେ ଇମ୍ରାନ, ସେୟାର କଲେ ରେଡ କାର୍ପେଟ ସ୍କ୍ରିନିଙ୍ଗର ଖାସ ଛବି

Share It

ଭୁବନେଶ୍ୱର : ଇମ୍ରାନ ହାସମି ନିଜର ନୂଆ ଫିଲ୍ମ ଗ୍ରାଉଣ୍ଡ ଜିରୋର ରିଲିଜ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ଯାହାକି ୨୫ ଏପ୍ରେଲ ୨୦୨୫ରେ ରିଲିଜ ହେବ । ରିଲିଜ ପୂର୍ବରୁ ଫିଲ୍ମର ସ୍କ୍ରିନିଙ୍ଗ ଶ୍ରୀନଗରରେ ହେବ, ଯାହାକି ଦୀର୍ଘ ୩୮ ବର୍ଷ ପରେ ହେଉଥିବା ପ୍ରଥମ ରେଡ କାର୍ପେଟ ସ୍କ୍ରିନିଙ୍ଗ ଅଟେ ।
ବଲିଉଡ ଅଭିନେତା ଇମ୍ରାନ ହାସମି ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଗ୍ରାଉଣ୍ଡ ଜିରୋର ସୁଟିଙ୍ଗ କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ରିଲିଜ ପୂର୍ବରୁ ଏହାର ଖାସ ସ୍କ୍ରିନିଙ୍ଗ ଶ୍ରୀନଗରରେ ହେବ । ଯାହାର ସୂଚନା ନିଜେ ଇମ୍ରାନ ହାସମି ସୋସିଆଲ ମିଡିଆରେ ଦେଇଛନ୍ତି । ଏହି ସ୍କ୍ରିନିଙ୍ଗ ସୀମା ସୁରକ୍ଷା ବଳର ସୈନିକ ଏବଂ ଅଧିକାରୀଙ୍କୁ ସମର୍ପିତ ଅଟେ । ସେମାନେ ଏହି ସ୍କ୍ରିନିଙ୍ଗ ମୁଖ୍ୟ ଅତିଥି ହେବେ । ଏହି ଆୟୋଜନ ତାଙ୍କ ବୀରତ୍ୱ ଏବଂ ବଳିଦାନକୁ ସମ୍ମାନ ଦେବା ପାଇଁ ହେବ


Share It

Comments are closed.