ଖୁସି ଖବର , ସୁନାର ଦରରେ ବଡ ହ୍ରାସ

Share It

ଦେଶରେ ସୁନା ଦରରେ ବଡ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ ସୁନାର ମୂଲ୍ୟରେ ୬୦୦ ଟଙ୍କା ହ୍ରାସ ପାଇଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟରେ ୫୫୦ ହ୍ରାସ ପାଇଛି । ଅଗଷ୍ଟ ୨୦, ୨୦୨୫ ୨୪ କ୍ୟାରେଟ (୧୦ ଗ୍ରାମ) ସୁନାର ମୂଲ୍ୟ ୧,୦୦,୧୫୦ ରହିଥିବାବେଳେ ୨୨ କ୍ୟାରେଟ (୧୦ ଗ୍ରାମ) ସୁନାର ମୂଲ୍ୟ ୯୧,୮୦୦ ରହିଛି ।
ଅଗଷ୍ଟ ୧୯ ତାରିଖରେ ରେକର୍ଡ କରାଯାଇଥିବା ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୦୦,୭୫୦ ଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୯୨,୩୫୦ ରହିଛିା ସେହି ଭଳି ଚାନ୍ଦି ଦରରେ ମଧ୍ୟ ବଡ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ଗ୍ରାମ ପିଛା ଚାନ୍ଦିର ଦର ୧୧୫ ରହିଥିବାବେଳେ କେଜି ପିଛାର ଏହାର ଦାମ ୧,୧୫,୦୦୦ ରହିଛି ।


Share It

Comments are closed.