ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ

Share It

ଭୁବନେଶ୍ୱର,୨୩/୦୩:ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ। ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ ।5 ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ।161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485 ତୃତୀୟ ଶ୍ରେଣୀ ଏବଂ 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ।ସର୍ବାଧିକ 2025 ରେ 184 ଅଧିକାରୀ ଗିରଫ ହୋଇଛନ୍ତି। ଗତ 5 ବର୍ଷରେ 1237 ମାମଲା ରୁଜୁ କରି 659 କୋଟି 14 ଲକ୍ଷ ଟଙ୍କାର ଆୟ ବହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର।


Share It

Comments are closed.