ପାର୍ବଣ ଆରମ୍ଭରୁ ସ୍ଥିର ରହିଛି ସୁନା ଦର
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ଅପବର୍ତ୍ତିତ ରହିଛି । ଅର୍ଥାତ ୧୪ ଅଗଷ୍ଟ ୨୦୨୫ରେ ସୁନା ଦରରେ କୌଣସି ବୃଦ୍ଧି ଘଟି ନାହିଁ । ୨୪ କ୍ୟାରେଟ ସୁନା (୧୦ ଗ୍ରାମ)ର ମୂଲ୍ୟ ୧,୦୧,୩୫୦ ଥିବାବେଳେ ୨୨ କ୍ୟାରେଟ ସୁନା (୧୦ ଗ୍ରାମ)ର ମୂଲ୍ୟ ୯୨,୯୦୦ ରହିଛି ।
ବୁଧବାର (ଅଗଷ୍ଟ ୧୩) ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୦୧,୩୫୦ ରହିଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୯୨,୯୦୦ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସୁନା ଦର ସ୍ଥିର ରହିଛି ।
Comments are closed.