ପୁଣି କମିଲା ସୁନା ଦର, ଦେଖନ୍ତୁ କେଉଁ ସହରରେ କେତେ କମିଛି
ଭୁବନେଶ୍ୱର: ଅଳଙ୍କାର କିଣିବା ପୂର୍ବରୁ, ମନ୍ଦିର ସହର ଭୁବନେଶ୍ୱରରେ ସୁନା ମୂଲ୍ୟ ଯାଞ୍ଚ କରନ୍ତୁ। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,25,510 ଟଙ୍କା। ସେହିପରି 22 କ୍ୟାରେଟ୍ ସୁନା 1,15,050 ଟଙ୍କାରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 1,25,510 ଟଙ୍କା, ଯେତେବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,15,050 ଟଙ୍କା ପ୍ରତି ହଜାରରେ ପହଞ୍ଚିଛି।
ଭାରତର ବିଭିନ୍ନ ପ୍ରମୁଖ ସହରରେ ସୁନାର ମୂଲ୍ୟ:
ସେହିପରି, ମୁମ୍ବାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,25,510 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 1,15,050 ଟଙ୍କା।
ନୂଆଦିଲ୍ଲୀରେ, 24-କ୍ୟାରେଟର ମୂଲ୍ୟ 1,25,660 ଟଙ୍କା ଏବଂ 22-କ୍ୟାରେଟର ମୂଲ୍ୟ 1,15,200 ଟଙ୍କା।
ଦକ୍ଷିଣ ଭାରତର ମୁଖ୍ୟ ସହର ଚେନ୍ନାଇରେ, 24-କ୍ୟାରେଟର ମୂଲ୍ୟ 1,26,560 ଟଙ୍କା ଏବଂ 22-କ୍ୟାରେଟର ମୂଲ୍ୟ 1,16,000 ଟଙ୍କା।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ, ମୂଲ୍ୟ ଯଥାକ୍ରମେ 1,25,510 ଟଙ୍କା ଏବଂ 1,15,050 ଟଙ୍କା।
ଅନ୍ୟପକ୍ଷରେ, ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି 1,62,000 ଟଙ୍କା।
Comments are closed.