ଘରେ ରଖନ୍ତୁ ମାତ୍ର ଏହି ୩ଟି ଜିନିଷ, ବଦଳାଇ ଦେବ ଆପଣଙ୍କ ଭବିଷ୍ୟତ
ଫେଙ୍ଗସୁଇଙ୍କ ଅନୁସାରେ ଯଦି ଘରେ କିଛି ଜିନିଷ ରଖି ଦିଆଯାଏ ତେବେ ଏହାର ସକରାତ୍ମକ ପ୍ରଭାବ ସିଧାସଳଖ ଦେଖାଯିବ । ଆଜି ଆମେ ଫେଙ୍ଗସୁଇଙ୍କ ସେହି ତିନି ପ୍ରମୁଖ ଜିନିଷ ସଂପର୍କରେ କଥା ହେବା ଯାହାକୁ ଘରେ ରଖିଲେ ଖୁବ ଉନ୍ନତି ଘଟିବ ।
ଯେପରି ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, ଘର ଏବଂ ସମସ୍ତ ଜିନିଷ ସଠିକ ସ୍ଥାନରେ ରହିବା ଆବଶ୍ୟକ । ଠିକ ସେହିଭଳି ଫେଙ୍ଗସୁଇଙ୍କ ଅନୁସାରେ ଏଭଳି କିଛି ଜିନିଷ ସଂପର୍କରେ ଯାହାକୁ ଘରେ ରଖିଲେ ସକାରତ୍ମକ ଶକ୍ତି ବୃଦ୍ଧି ଘଟିଥାଏ । ଘରକୁ ନିର୍ମାଣ କରିବା ଠାରୁ ଆରମ୍ଭ କରି ଜିନିଷ ସବୁ ସଜାଡି ଦେବାର ସ୍ୱପ୍ନ ସମସ୍ତେ ଦେଖନ୍ତି । ଲୋକେ ବଜାରରୁ ଭିନ୍ନ-ଭିନ୍ନ ଜିନିଷ ଆଣି ଘରୁକ ସୁନ୍ଦର ଭାବେ ସଜାଡିବା ପାଇଁ ଚାହିଁଥାନ୍ତି । ଏହି ମଧ୍ୟରେ ଯଦି ଆପଣେ ଫେଙ୍ଗସୁଇଙ୍କୁ ଧ୍ୟାନ ରଖି କିଣି ନିଅନ୍ତି ତେବେ ଆପଣଙ୍କ ଘରର ସକରାତ୍ମକ ଶକ୍ତି କେବେ ବାହାରକୁ ଯିବ ନାହିଁ ଏବଂ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଠିକ ଠାକ ଚାଲିବ । ଆଜି ଆମେ ଫେଙ୍ଗସୁଇଙ୍କ ସେହି ତିନି ପ୍ରମୁଖ ଜିନିଷ ସଂପର୍କରେ କଥା ହେବା ଯାହାକୁ ଘରେ ରଖିଲେ ଖୁବ ଉନ୍ନତି ଘଟିବ ।
ଫେଙ୍ଗସୁଇଙ୍କ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ନେଇ ଅନେକ ଫାଇଦା କୁହାଯାଇଛି । ଏହାକୁ ରଖିଲେ ଘରେ ଆର୍ଥିକ ସୁଦୃଢ ହୁଏ ଏବଂ ସକାରତ୍ମକ ଶକ୍ତି ବୃଦ୍ଧି ପାଏ । ସେହିଭଳି ଘରେ ବାଇଁଶ ଗଛ ରଖିଲେ ମଧ୍ୟ ଅନେକ ଫାଇଦା ରହିଥାଏ । ଆବଶ୍ୟକତା ଅନୁଯାୟୀ ଛୋଟ ଏବଂ ବଡ ଗଛ ମଧ୍ୟ ଆପଣ କିଣି ପାରିବେ । ଏହି ବାଉଁଶ ଗଛ ପାଇଁ ଘରର ପ୍ରତ୍ୟେକ କୋଣରେ ସକାରତ୍ମକ ଶକ୍ତି ବୃଦ୍ଧି ପାଏ ବୃଦ୍ଧି ପାଏ । ଏହି ଗଛ ଘରେ ସୁଖ ସମୃଦ୍ଧି ଆଣେ ।
ଏହା ବାଦ ଘରେ ଫେଙ୍ଗସୁଇ ବେଙ୍ଗ ରଖିଲେ ମଧ୍ୟ ଶୁଭ ହୋଇଥାଏ । ଏହି ବେଙ୍ଗର ମୁହଁରେ ଟିଙ୍କା ରହିଥାଏ । କୁହାଯାଏ ଯେ, ଯଦି ଏହା ତିନୋଟି ଗୋଡ ଥାଏ ତେବେ ଘରେ ସୁଖ ସମୃଦ୍ଧି ଆଣିଥାଏ ।
Comments are closed.