ରୌପ୍ୟ ବିଜେତା କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପୁରୁଷ ଦଳକୁ ସମ୍ବର୍ଦ୍ଧନା

Share It

୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦଳକୁ ଆଜି କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧିତ କରାଯାଇଛି । ଆମ ଯୁବ ତାରକାମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ସେମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ନିଜର ପରିଶ୍ରମ ବଳରେ ରାଜ୍ୟ ଓ ଦେଶ ପାଇଁ ଆହୁରି ସୁନାମ ଅର୍ଜନ କରିବାର ଶୁଭେଚ୍ଛା ଦେଉଛି ।


Share It

Comments are closed.