ପୁଣି ଏକ ହାତୀ ମୃତ ଦେହ ଠାବ
ବନସାପାଲ: କେଉଁଝର ଜିଲ୍ଲାର ଭୂୟା ଜୁଆଙ୍ଗା ପିଢା ବନାଞ୍ଚଳ ଅନ୍ତର୍ଗତ କସଡା ଗ୍ରାମ ନିକଟରେ ଏକ କ୍ଷେତରୁ ଏକ ହାତୀ ମୃତ ଅବସ୍ଥାରେ ମିଳିଛି। ହାତୀର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ମୃତ ହାତୀଟି ପ୍ରାୟ ଆଠ-ଦଶ ବର୍ଷ ବୟସର ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତଦନ୍ତ ଆରମ୍ଭ ହୋଇଛି।
Comments are closed.