ଆସିବ ନୂଆ ଜମି ପଟ୍ଟା,ଲାଗିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର
ଭୁବନେଶ୍ଵର,୧୨/୦୨:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା ।ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା ।ପଟ୍ଟା ରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ପଟ୍ଟା ର ସମ୍ପୂର୍ଣ୍ଣ ଇତିହାସ ବାହାରିବ।ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ ଲାଗିବ। ଠକାମୀ ଉପାୟ ରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RI ଙ୍କ ପାଖକୁ ଯିବ ଖବର।
Comments are closed.