ଓଡ଼ିଶାରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ, ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼

Share It

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ୍ ଦର ବଢ଼ିବା ନାହିଁ ବୋଲି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ (OERC) ଘୋଷଣା କରିଛି। ଏହି ନିଷ୍ପତ୍ତି ଅନୁସାରେ, ରାଜ୍ୟର ଉପଭୋକ୍ତାମାନେ ପୂର୍ବବତୀ ଦରରେ ହିଁ ବିଦ୍ୟୁତ୍ ଉପଭୋଗ କରିପାରିବେ।

ଏହି ସହ, ୨ କିଲୋୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଗ୍ରାହକମାନେ ଆଉ ରେଣ୍ଟ୍ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଯେଉଁ ଗ୍ରାହକମାନେ ପ୍ରତି ମାସ ୬୦ ଟଙ୍କା ରେଣ୍ଟ୍ ଦେଇଆସୁଥିଲେ, ସେହି ଚାର୍ଜ୍‌ ବତ୍ତିଲା ଯାଇଛି।

ଏହାସହିତ, ଡିଜିଟାଲ୍ ଭାବେ ବିଦ୍ୟୁତ୍ ଦେୟ ଦେଲେ ୪% ରିହାତି ଏବଂ ଏହି ସୁବିଧା ପୂର୍ବବତ୍ତର ଭାବେ ବଳବତ୍ତ ରହିଛି।

OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ୨୦୨୧-୨୨ ଅର୍ଥବର୍ଷରୁ ବିଦ୍ୟୁତ ଦରରେ କୌଣସି ବୃଦ୍ଧି ହୋଇନାହିଁ ଏବଂ ଏହି ନିଷ୍ପତ୍ତି ଉପଭୋକ୍ତାମାନଙ୍କ ପାଇଁ ଆର୍ଥିକ ଭଳିଆ ହେବ।


Share It

Comments are closed.