ପାକିସ୍ତାନରେ ୪.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ

Share It

ଇସଲାମାବାଦ : ନ୍ୟାସନାଲ ସେଣ୍ଟର ଅଫ ସେସମୋଲଜି (ଏନସିଏସ)ଙ୍କ ସୂଚନା ଅନୁଯାୟୀ, ସୋମବାର (ମେ ୧୨)ରେ ପାକିସ୍ତାନରେ ୪.୬ ରିକ୍ଟର ସ୍କେଲରେ ଭୂମିକମ୍ପ ଅନୁଭୂତ ହୋଇଛି । ଏନସିଏ ଅନୁଯାୟୀ ଭୂମିକମ୍ପ ୧୦ କିମି ଗଭୀରତାରେ ଆସିଥିଲା । ଯାହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ମଧ୍ୟ ହୋଇପାରେ ।
ସୋମବାର ପାଖାପାଖି ଅପରାହ୍ନ ୧.୨୬ ସମୟରେ ପାକିସ୍ତାନର ଅନେକାଂଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ରହିଛି । ପାକିସ୍ତାନରେ ଭୂମିକମ୍ପ ହେଉଛି ବହୁତ ବିନାଶକାରୀ । ଭୌଗଳିକ ଭାବେ ପାକିସ୍ତାନ ୟୁରାସିଆନ ଏବଂ ଭାରତୀୟ ଟେକ୍ଟୋନିକ ପ୍ଲେଟ ଉଭୟକୁ ଓଭରଲ୍ୟାପ କରେ ।


Share It

Comments are closed.