ଦୁବେଙ୍କୁ ମନସ୍ତତ୍ୱବିତ୍‌ଙ୍କୁ ଦେଖାଇବା କଥା: ନବୀନ

Share It

ଭୁବନେଶ୍ୱର,୩୦/୦୩:ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ମନ୍ତବ୍ୟ କୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ।ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ। ସେ ଜାଣି ନାହାନ୍ତି ଯେ ପ୍ରଧାନମନ୍ତ୍ରୀ ଥିବାବେଳେ ନେହେରୁ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ।ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ।ମୁଁ ସେ ସମୟରେ 13 ବର୍ଷ ବୟସର ଥିଲି।ଦୁବେଙ୍କୁ ମନସ୍ତତ୍ୱବିତଙ୍କୁ ଦେଖାଇବା କଥା।


Share It

Comments are closed.