ରିଲାଏନ୍‌ସ ଡିଜିଟାଲରେ ଏବେ ବମ୍ପର ଇଲେକ୍‌ଟ୍ରୋନିକ୍‌ସ ସେଲ୍‌


ମୁମ୍ବାଇ, ଜାନୁୟାରୀ ୨୨, ୨୦୨୨ : ଚଳିତ ସାଧାରଣତନ୍ତ୍ର ଦିବସକୁ ଉପଭୋଗ କରିବା ପାଇଁ ରିଲାଏନ୍‌ସ ଡିଜିଟାଲ୍ ନେଇ ଆସିଛି ଡିଜିଟାଲ୍ ଇଣ୍ଡିଆ ସେଲ୍ । ରିଲାଏନସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓର ଷ୍ଟୋର ଓ www.reliancedigital.in ରେ ଆପଣଙ୍କର ପସନ୍ଦର ଟେକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ ।

ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ସର୍ବୋତମ ଡିଲ୍ ସହିତ, ରିଲାଏନ୍‌ସ ଡିଜିଟାଲ୍ ମଧ୍ୟ ଯେକୌଣସି ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଉପରେ ୬% ତୁରନ୍ତ ଡିସକାଉଂଟ ପ୍ରଦାନ କରୁଛି । ସିଟିବ୍ୟାଙ୍କର ଗ୍ରାହକମାନେ କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ ଓ ଇଏମଆଇ ଟ୍ରାନ୍‌ଜାକ୍‌ସନ ଉପରେ ୧୦% ଇନଷ୍ଟାଂଟ ଡିସକାଉଂଟ ଉପଲବ୍ଧ କରିପାରିବେ । ଆହୁରି ମଧ୍ୟ ଟ.୫୦୦୦/- ର ପ୍ରତି କ୍ରୟ ଉପରେ ୧୦୦୦/- ମୂଲ୍ୟର ରିଲାଏନ୍‌ସ ଡିଜିଟାଲ୍ ଭାଉଚର ପାଇପାରିବେ । ଏହି ଅଫର ଗୁଡ଼ିକ ୨୬ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବୈଧ ରହିଛି । ବ୍ୟାପକ ଶ୍ରେଣୀର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀ ଯଥା ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ରେଫ୍ରିଜରେଟର, ୱାସିଂ ମେସିନ୍‌, ୱିରେବଲ୍ ଓ ହୋମ ଆପଲିଆନ୍‌ସେସ୍ ଉପରେ ମଧ୍ୟ ଅନେକ ଅଫର ରହଛି ।

ଲାଟେଷ୍ଟ ସ୍ମାର୍ଟଫୋନ୍ ଯଥା ଭିଭୋ, ସାଓମି ଓ ସାମସଙ୍ଗ ଆଦିକୁ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରନ୍ତୁ । କିଣନ୍ତୁ ଏକ ୱାନପ୍ଲସ ୯ଆରଟି ୫ଜି ମାତ୍ର ଟ.୩୮,୯୯୯/-ଞ୍ଚ ରେ (ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ମୂଲ୍ୟ) ବା ଏକ ସାମସଙ୍ଗ ଗାଲାକ୍ସି ଏସ୨୦ଏଫଇ୫ଜି ମାତ୍ର ଟ.୩୪୯୯୦/- (ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ମୂଲ୍ୟ) । ଆହୁରି ମଧ୍ୟ ଆପଣଙ୍କୁ ସ୍ୱତନ୍ତ୍ର ଅଡିଓ ଅନୁଭୂତି ପ୍ରଦାନ କରିବା ପାଇଁ ଅଫର ଉପଲବ୍ଧ ରହିଛି । ଏମଆରପି ଟ.୧୮,୯୦୦/- ଉପରେ ଟ.୬୯୧୦/- ର ଛାଡ଼ ରହିଛି, ପାଆନ୍ତୁ ଆପଲ୍ ଏୟାରପଡ୍ ଓୟାରଲେସ୍ ଚାର୍ଜିଂ ସହିତ ମାତ୍ର ଟ.୧୧,୯୯୦/- ରେ (ଅଫର ମୂଲ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ.୧୫୦୦ କ୍ୟାସବ୍ୟାକ୍ ନିର୍ଦ୍ଦିଷ୍ଟ ବ୍ୟାଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ ଉପରେ) ।

ଗ୍ରାହକମାନେ ମଧ୍ୟ ସାମସଙ୍ଗ ୱାଚ୍ ୩ ବ୍ଲୁଟୁଥ୍ (୪୧ ମିମି) କୁ ମାତ୍ର ଟ.୧୪,୧୦୦/-ଞ୍ଚ ରେ ପାଇପାରିବେ । (ଅଫର ମୂଲ୍ୟରେ ଅନ୍ତର୍ଭୁକ୍ତ ରହିଛି ବଛା ବଛା ବ୍ୟାଙ୍କ କାର୍ଡ଼ରେ ବ୍ୟାଙ୍କ କ୍ୟାସବ୍ୟାକ୍‌) ।

ଗେମିଂ ଲାପଟପ୍ ଉପରେ ମଧ୍ୟ ଅନେକ ଗୁଡ଼ିଏ ଅଫର ରହିଛି । ପାଆନ୍ତୁ ଏଚପି ଭିକଟସ୍ ଓ ପାଭିଲିୟନ ଗେମିଂ ଲାପଟପ୍ ପ୍ରାରମ୍ଭିକ ମୂଲ୍ୟ ଟ.୫୯,୯୯୯/- ରେ । ପାଆନ୍ତୁ ଲେନୋଭୋ କୋର୍ ଆଇ୩ ୮ଜିବି ଲାପଟପ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୩୭,୯୯୦/- । ଆହୁରି ମଧ୍ୟ ଆପଣଙ୍କ କ୍ରୟ ଉପରେ ଟ.୧୨,୯୦୦/- ର ଅତିରିକ୍ତ ସୁବିଧା ଲାଭ କରନ୍ତୁ ।

ବିପିଏଲ୍ ୫୦” ୟୁଏଚଡି ଆଣ୍ଡ୍ରଏଡ୍ ଟିଭିରେ ୨-ବର୍ଷର ୱାରେଂଟି ପାଆନ୍ତୁ, ଯାହାକି ଟ.୨୯,୯୯୯/- ରେ ଉପଲବ୍ଧ ରହିଛି । କିଣନ୍ତୁ ତୋସିବା ୪୩” ୟୁଏଚଡି ସ୍ମାର୍ଟ ମାତ୍ର ଟ.୨୪,୯୯୦/- ରେ ଓ ୩୨” ଏଚଡି ସ୍ମାର୍ଟ ଟିଭି ମାତ୍ର ଟ.୧୨,୯୯୦/- ରେ ଯେଉଁଥିରେ ରହିଛି ୨-ବର୍ଷର ୱାରେଂଟି । ପାଆନ୍ତୁ ସାମସଙ୍ଗ ଏ୭ ଲାଇଟ୍ ଟ୍ୟାବ ମାତ୍ର ଟ.୨୧,୯୯୯/- ରେ ଓ ସାମସଙ୍ଗ ୭୫” ୟୁଏଚଡି ସ୍ମାର୍ଟ ଟିଭିର କ୍ରୟ ଉପରେ ୨୦% ର କ୍ୟାସବ୍ୟାକ୍ ସୁବିଧା ।

ଗୃହ ଉପକରଣକୁ ଆହୁରି ଅଧିକ ସୁବିଧାଜନକ କରିବା ପାଇଁ ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଅନ୍ୟାନ୍ୟ ଗୃହ ଉପକରଣରେ ଆକର୍ଷଣୀୟ ଅଫରମାନ ପ୍ରଦାନ କରାଯାଉଛି । ଗ୍ରାହକମାନେ ପାନାସୋନିକ୍ ୫୮୪ଏଲ୍ ସାଇଡ-ବାଏ-ସାଇଡ୍ ରେଫ୍ରିଜରେଟରକୁ ଟ.୫୫,୯୯୦/- ରେ ଓ ପାନାସୋନିକ୍ ୩୦୭ଏଲ୍ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟରକୁ ମାତ୍ର ଟ.୨୫,୯୯୦/- ରେ ପାଇପାରିବେ ।

ପାଆନ୍ତୁ କେଲଭିନେଟର ଫ୍ରଂଟ-ଲୋଡ୍ ୬ କେଜି ୱାସିଂ ମେସିନ୍ ମାତ୍ର ଟ.୧୯,୪୯୦/- ରେ ଯେଉଁଥିରେ ରହିଛି ୨ ବର୍ଷର ୱାରେଂଟି । କେବଳ ଏତିକି ନୁହେଁ । ପାଆନ୍ତୁ ଟ.୫୦୯୩/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଇଲେକ୍‌ଟ୍ରିକ୍ କେଟିଲ୍ +ସାଣ୍ଡୱିଚ ମେକର+ ହଟ୍ ଓ କୋଲ୍‌ଡ ବଟଲ୍‌) ମାତ୍ର ଟ.୧୬୯୯/- ରେ ।

ଇଲେକ୍‌ଟ୍ରୋନିକ୍‌ସ କ୍ରୟର ଏହି ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଚଳିତ ବର୍ଷ ଆହୁରି ଆକର୍ଷଣୀୟ କରାଯାଇଛି ।


Share It

Comments are closed.