ଡେଲ ଟେକ୍ନୋଲୋଜିସ ପକ୍ଷରୁ ନୂଆ ଡେଲ୍ ପ୍ରୋ ଏସେନ୍ସିଆଲ ଲାପ୍ଟପର ଶୁଭାରମ୍ଭ
ଭୁବନେଶ୍ୱର : ଡେଲ ଟେକ୍ନୋଲୋଜି ପକ୍ଷରୁ ଆଜି ଭାରତରେ ଦୁଇଟି ନୂଆ ଡେଲ ପ୍ରୋ ଲାପଟପ: ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ଡେଲ୍ ପ୍ରୋ
୧୫ ଏସେନ୍ସିଆଲର ଲଂଚ ଘୋଷଣା କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏସଏମବି)ଗୁଡିକର ଆବଶ୍ୟକତା ପୂରଣ କରିବା
ପାଇଁ ଡିଜାଇନ ହୋଇଥିବା ଏହି ଲାପଟପଗୁଡିକ ସୁଲଭ ମୂଲଞରେ ନିର୍ଭରଯୋଗ୍ୟ କାର୍ଯ୍ୟଦକ୍ଷତା, ସ୍ଥାୟିତ୍ୱ ଓ ଦୀର୍ଘସ୍ଥାୟୀ ବ୍ୟାଟେରୀ
ଲାଇଫ ପ୍ରଦାନ କରୁଛନ୍ତି। ସ୍ୱତନ୍ତ୍ର ବ୍ୟବସାୟିକ ଆବଶ୍ୟକତା ପୂରଣ କରିବା ପାଇଁ ଉନ୍ନତ ସମାଧାନ ସହ ଏହି ପ୍ରଡକ୍ଟଗୁଡିକ
ଡିଷ୍ଟ୍ରିବ୍ୟୁଟର ଓ ପାର୍ଟନରଙ୍କୁ ଏକ ବିସ୍ତୃତ ରେଞ୍ଜର ବର୍ଗ ଓ ଶିଳ୍ପରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ସକ୍ଷମ କରିବ।
ନୂଆ ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ପ୍ରୋ ୧୫ ଏସେନ୍ସିଆଲ ଲାପଟପକୁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏସଏମବି) ପାଇଁ ଆଇଟିକୁ
ସରଳ କରିବା ଲାଗି ଡିଜାଇନ କରାଯାଇଛି। ଏଥିରେ ସମନ୍ୱିତ ସରୁ କ୍ଷା, ସହଜ ପରିଚାଳନା କ୍ଷମତା ଓ ନିର୍ଭରଯୋଗ୍ୟ କାର୍ଯ୍ୟଦକ୍ଷତା
ରହିଛି। ଏହି ଲାପଟପ ଡେଲ ମ୍ୟାନେଜମେଂଟ ପୋର୍ଟାଲର ବ୍ୟବହାର କରି କ୍ଲାଉଡ-ଆଧାରିତ ଫ୍ଲିଟ ମ୍ୟାନେଜମେଂଟ ଓ
ଆପ୍ଲ ିକେଶନ ପବ୍ଲିଶିଙ୍ଗ ପ୍ରଦାନ କରୁଛି। ହାର୍ଡୱେୟାର-ଲେଭେଲ ଏନ୍କ୍ରିପଶନ, ଫିଙ୍ଗରପ୍ର ିଂଟ ରିଡର ଓ ଲକ୍ ସ୍ଲଟ ଭଳି ଫିଚର
ବ୍ୟବସାୟଗୁଡିକ ଯେପରି ସୁରକ୍ଷିତ ଭାବେ ପରଚାଳନା କରିପାରିବେ ତାହା ନିଶ୍ଚିତ କରୁଛନ୍ତି, ସେହିପରି ମିଲିଟାରୀ-ଗେଡ୍ର ଟେଷ୍ଟିଙ୍ଗ
ଦୈନନ୍ଦିନ ବ୍ୟବହାର ପାଇଁର୍ ଅତିରିକ୍ତ ନିର୍ଭରଯୋଗ୍ୟତା ପ୍ରଦାନ କରୁଛି। ଏହି ଲାପଟପଗୁଡିକ ଅଭବି ୃଦ୍ଧି ଓ ସଫଳତା ଉପରେ ଗୁରୁତ୍ୱ ଦେବା ପାଇଁ ସେମାନେ ଆବଶ୍ୟକ କରୁଥିବା ଟେକ୍ନୋଲୋଜି ସହିତ ଏସଏମବିଗୁଡିକୁ ସଶକ୍ତ କରୁଛନ୍ତି।

ଏହି ଲଂଚ ସମ୍ପର୍କରେ ଡେଲ ଟେକ୍ନୋଲୋଜିସ ଇଣ୍ଡିଆର କ୍ଲାଏଂଟ ସଲ୍ୟୁଶନ୍ସ ଗ୍ରୁପର ବରିଷ୍ଠ ନିର୍ଦ୍ଦେଶକ ଓ ସାଧାରଣ ପରିଚାଳକ
ଇନ୍ଦ୍ରଜିତ ବେଲଗୁଣ୍ଡି କହିଛନ୍ତି, “ ଭାରତରେ ଏସଏମବିଗୁଡିକ ଦ୍ରୁତ ବେଗରେ ବିକଶିତ ଏକ ଦୁନିଆର ସାମ୍ନା କରୁଛନ୍ତି ଏବଂ
ସଠିକ ଟେକ୍ନୋଲୋଜି ଏକ ପ୍ରକୃତ ଗେମ୍ ଚେଞ୍ଜର ହୋଇପାରିବ। ଆମର ନୂଆ ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ପ୍ରୋ ୧୫
ଏସେନ୍ସିଆଲ ଲାପଟପଗୁଡିକ ସହ ଆମେ ସୁଲଭ, ବ୍ୟବସାୟ-ଅନୁକଳୂ ସମାଧାନ ପ୍ରଦାନ କରୁଛୁ ଯାହାକୁ ସୁରକ୍ଷିତ ଓ ସରଳ ଆଇଟି
ପରିଚାଳନା ସହ ଏମଏମବିଗୁଡିକୁ ସଶକ୍ତ କରିବା ପାଇଁ ଡିଜାଇନ କରାଯାଇଛି। ଏଭଳି ଡିଭାଇସଗୁଡିକୁ ଉତ୍ପାଦକତା ବୃଦ୍ଧି କରିବା ଓ
ଦୀର୍ଘକାଳିନ ସଫଳତାରେ ସହଯୋଗ କରିବା ପାଇଁ ନିର୍ମାଣ କରାଯାଇଛି ଯାହା ସେମାନଙ୍କର ବିକାଶ ଯାତ୍ରାରେ ଏକ ବିଶ୍ୱସନୀୟ
ସହଯୋଗୀ ହେବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ଏହି ଅଫରିଙ୍ଗ ସହିତ ଆମେ ପ୍ରତ୍ୟେକ ମୂଲ୍ୟ ବର୍ଗେ ର ଚମତ୍କାର
ମୂଲ୍ୟ ପ୍ରଦାନ କରୁଛୁ, ଯାହା ଆମର ଗ୍ରାହକ ଓ ସହଯୋଗୀମାନେ ଯେପରି ସେମାନଙ୍କ ଆବଶ୍ୟକତା ପାଇଁ ସର୍ବୋତମ ସମାଧାନ ପାଇଁ
ପହଂଚ ପାଇପାରିବେ ତାହା ନିଶ୍ଚିତ କରିଥାଏ।”
କାର୍ଯ୍ୟଦକ୍ଷତା ଓ ଉତ୍ପାଦକତା, ଅଭିବୃଦ୍ଧି ପାଇଁ ନିର୍ମିତ
ଡେଲ ପ୍ରୋ ଏସେନ୍ସିଆଲ ଲାପଟପଗୁଡିକୁ ନମନୀୟତା ଓ ଯାତ୍ରା ସମୟରେ କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ଉପଭୋକ୍ତାଙ୍କ ପାଇଁ ଡିଜାଇନ
କରାଯାଇଛି ଯାହା ଏକ କମ୍ପାକ୍ଟ ଫର୍ମ ଫ୍ୟାକ୍ଟରରେ ନଭି ର୍ରଯୋଗ୍ୟ କାର୍ଯ୍ୟଦକ୍ଷତା ଦେଇଥାଏ। ସେମାନେ ଏକ ପ୍ରଶସ୍ତ ଡିସ୍ପ୍ଲେ ଓ
ନ୍ୟୁମେରିକ କୀପ୍ୟାଡ ସହ ପୋର୍ଟେବିଲିଟିକୁ ସନ୍ତୁଳିତ ରଖିଥାନ୍ତି ଯାହା ପ୍ରତିଦିନର କମ୍ପ୍ୟୁଟିଂ, ଅଫିସ ପ୍ରଡକ୍ଟିଭିଟି ଓ ସହଜ ମଲ୍ଟିଟାସ୍କିଙ୍ଗ
ପାଇଁ ଉପଯୁକ୍ତ ଅଟେ।
ଉନ୍ନତ ଦୈନନ୍ଦିନ ସହଯୋଗିତା
ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ପ୍ରୋ ୧୫ ଏସେନ୍ସିଆଲରେ ଏକ ୨.୫କେ ପର୍ଯ୍ୟନ୍ତ ଡିସ୍ପ୍ଲେ ଓ ଏକ ୧୬:୧୦ ଆସ୍ପେକ୍ଟ
ରେସିଓ ରହିଛି ଯାହା ଉନ୍ନତ ବିବରଣୀ ଓ ସଠିକତା ସହ ପ୍ରେଜେନ୍ଟେଶନ, ଡକ୍ୟୁମେଂଟ ଓ ଭିଡିଓ କନ୍ଫରେନ୍ସିଙ୍ଗକୁ ଜୀବନ୍ତ
କରିଥାଏ। ଏମଏମବିଗୁଡକି ପାଇଁ ଏହାର ଅର୍ଥ ହେଉଛି ଟିମଗୁଡିକ ସ୍ପଷ୍ଟତା ଓ ଆତ୍ମବିଶ୍ୱାସର ସହ ଗ୍ରାହକଙ୍କ ସହ ନିଜର ଆଇଡିଆ
ସେୟାର ଓ ଉପସ୍ଥାପନ କରିପାରିବେ। ଏକ ଇଂଟିଗ୍ରେଟେଡ ଏଚଡି ୱେବକ୍ୟାମ ଓ ଡିଜିଟାଲ ମାଇକ୍ରୋଫୋନ ନିଶ୍ଚିତ କରିଥାଏ ଯେ,
ପ୍ରତ୍ୟେକ ଭିଡିଓ କଲ୍ ପ୍ରାକୃତିକ ଓ ନିୟୋଜିତ ଅନୁଭବ ହୋଇଥାଏ, ଏହା ବ୍ୟବସାୟଗୁଡିକୁ ଗ୍ରାହକ, ପାର୍ଟନର ଓ କର୍ମଚାରୀଙ୍କ ସହ
କାର୍ଯ୍ୟ ହେଉଥିବା ଯେକୌଣସି ସ୍ଥାନରୁ ସଂଯୋଜିତ ରହିବାରେ ସାହାଯ୍ୟ କରିଥାଏ।
ଆଇଟି ସରଳୀକୃତ ହୋଇଛି
ଆଇଟି ପରିଚାଳନାକୁ ସହଜ କରିବା ପାଇଁ ଡିଜାଇନ ହୋଇଥିବା ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ଡେଲ ପ୍ରୋ ୧୫ ଏସେନ୍ସିଆଲ
ନିମ୍ନଲିଖିତଗୁଡିକ ସହ ସୁରକ୍ଷା ଓ ପରିଚାଳନା କ୍ଷମତାର ଏକ ମଜବୁତ ମୂଳଦୁଆ ପ୍ରଦାନ କରୁଛନ୍ତି:
ହାର୍ଡୱ୍ରୋର ଟିପିଏମ ୨.୦: ହାର୍ଡୱେୟାର ସ୍ତରରେ ସମ୍ବେଦନଶୀଳ ଡାଟା ସୁରକ୍ଷିତ ରଖିବା ପାଇଁ ସୁରକ୍ଷିତ ଏନ୍କ୍ରିପଶନ।
ଫିଙ୍ଗରପ୍ରିଂଟ ରିଡର: ଦ୍ରୁତ, ସରୁ କ୍ଷିତ ଲଗ୍ଇନ (ନିର୍ଦ୍ଧିଷ୍ଟ କନ୍ଫିଗରେଶନରେ ଉପଲବ୍ଧ) ପାଇଁ ବାୟୋମେଟ୍ର ିକ
ଅଥେଂଟିକେଶନ।
Comments are closed.