ଖବର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ By SIbu Singh On Jun 6, 2025 Share Itଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ । ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ପୋଲିସ କଣ୍ଟ୍ରୋଲ ରୁମକୁ ରେଖା ଗୁପ୍ତାଙ୍କୁ ହତ୍ୟା କରିବାର ଏତ ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । କିଏ ଓ କାହିଁକି ଏହି କଲ କରିଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଜଣା ପଡି ନାହିଁ । ତଦନ୍ତ ଜାରି ରହିଛି । Share It
Comments are closed.