‘ଅମ୍ଫାନ’ର ତାଣ୍ଡବଲୀଳାର କିଛି ଦୃଶ୍ୟ, ଦେଖନ୍ତୁ
ପଶ୍ଚିମବଙ୍ଗ ଦିଘାରେ ‘ଅମ୍ଫାନ’ହ ପ୍ରଭାବ
#CycloneAmphan makes #Landfall : the fury of #Amphan near Digha, West Bengal
Video credit : Shamit Bhoumik@PIBBhubaneswar #CycloneAmphanUpdate pic.twitter.com/JScKMfeDt1— PIB India (@PIB_India) May 20, 2020
ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନାରେ ପହଞ୍ଚିଲା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଏହା ସହିତ ଭୀଷଣ ବର୍ଷା ସହ ପ୍ରବଳ ପବନ ବହିବା ମଧ୍ୟ ଆରମ୍ଭ ହୋଇଯାଇଛି । ଦେଖନ୍ତୁ ଭିଡିଓ
#WATCH West Bengal: Rainfall and heavy winds in North 24 Parganas as #CycloneAmphan made landfall. pic.twitter.com/noHLgqJhPX
— ANI (@ANI) May 20, 2020
ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁଁ କୋଲକତା ସମେତ ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଜାରି ରିହିଛି । ପ୍ରବଳ ବେଗରେ ପବନ ମଧ୍ୟ ବହୁଛି । ପଶ୍ଚିମବଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅମ୍ଫାନ ସନ୍ଧ୍ୟା ୪ଟା ବେଳେ କୋଲକତା ନିକଟରେ ପହଞ୍ଚିଥିଲା । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ମଧ୍ୟରେ ରହିଥିଲା । ଆଜି ସନ୍ଧ୍ୟା ୭ ଟାବେଳେ ଏହା ଲ୍ୟାଣ୍ଡଫଲ କରିବ, ବର୍ତ୍ତମାନ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରୁ ଏହା ଆଗକୁ ବଢୁଛି ।
Cyclone Amphan claims two lives in West Bengal: Officials
— Press Trust of India (@PTI_News) May 20, 2020
ମିଳିଥିବା ସୂଚନା ମୁତାବକ ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।
Comments are closed.