ଖବର ବଜ୍ରପାତ ନେଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ By Yuvasamay News Last updated Mar 22, 2025 Share It ଗଞ୍ଜାମ: ବଜ୍ରପାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ଗଞ୍ଜାମ ଜିଲ୍ଲା ନାରାୟଣପୁରର ରାଜେଶ କୁମାର ଗୌଡ଼ ।ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତ ହୋଇଥଲା।ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ । Share It
Comments are closed.