ଦିନିକିଆ ପଶ୍ଚିମବଙ୍ଗ ଅଭିମୁଖେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୨/୦୪:ଦିନିକିଆ ପଶ୍ଚିମବଙ୍ଗ ଅଭିମୁଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ନିର୍ବାଚନ ପ୍ରଚାରରେ ସାମିଲ ହେବେ।
୧୦ ଟା ୧୫ ରେ ପଶ୍ଚିମବଙ୍ଗ ରେ ପହଞ୍ଚିବା ପରେ ୧୨ ଟା ବେଳେ ବିରଭୁମ ରାମପୁର ହାଟରୁ SDO ଅଫିସ ପର୍ଯ୍ୟନ୍ତ ରୋଡ ସୋ କରିବେ।ରାମପୁର ହାଟ, ହନସନ, ନାଲହାଟି ଓ ମୁରରାଇ ବିଧାନସଭା କ୍ଷେତ୍ରର ପାର୍ଥୀଙ୍କ ନାମାଙ୍କନ ରାଲିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ।ଦିନିକିଆ ଗସ୍ତ ସାରି ଅପରାହ୍ନ ୫ ଟା ୩୦ ରେ ଭୁବନେଶ୍ୱର ରେ ପହଞ୍ଚିବେ।
Comments are closed.