Browsing Category

ମନୋରଞ୍ଜନ

ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ

କରୋନା କବଳରୁ ଷ୍ଟାରମାନେ ମଧ୍ୟ ନିଜକୁ ରକ୍ଷା କରି ପାରୁନାହାଁନ୍ତି । ଏଥିମଧ୍ୟରେ ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସେ କହିଛନ୍ତି।…

କ୍ୟାନ୍ସର ହେବା ପରେ ପ୍ରଥମଥର ନଜର ଆସିଲେ ଅଭିନେତ୍ରୀ କିରଣ ଖେର, ପ୍ରଚାରିତ ଗୁଜବକୁ ନେଇ ଅନୁପମ ଖେର ଦେଲେ ଏଭଳି ଜବାବ

ବର୍ତମାନ ବିଜେପି ସାଂସଦ ତଥା ଅଭିନେତ୍ରୀ କିରଣ ଖେର କ୍ୟାନ୍ସରରେ ରୋଗରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଖବର ବ୍ୟାପିବାରେ ଲାଗିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବାର ଖବର ଭାଇରାଲ ହେବା ପରେ…

ବଲିଉଡ କୁଇନ କଙ୍ଗନାଙ୍କୁ କରୋନା: ଇନଷ୍ଟାଗ୍ରାମରେ ଦେଲେ ସୂଚନା

ବଲିଉଡର କୁଇନ କୁହାଯାଉଥିବା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ ଟେଷ୍ଟ ପଜିଟିଭ ହୋଇଛି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ନିଜକୁ ପୃଥକବାସ କରି ସେ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି | ଅଭିନେତ୍ରୀ…

ସାବତ ପୁଅ ଶାହିଦ କପୁରଙ୍କ ସହ ଏଭଳି ଅଭିନେତ୍ରୀଙ୍କ ସମ୍ପର୍କ, କହିଲେ କିପରି ଥିଲା ପ୍ରଥମ ସାକ୍ଷାତ

ବଲିଉଡରେ ଅନେକ ପରିବାର ଅଛନ୍ତି ଯେଉଁଠାରେ ତାରକାମାନେ ନିଜ ସାବତ ମାଆଙ୍କୁ ମଧ୍ୟ ଭଲ ପାଆନ୍ତି | ଏଥିରେ ସାହିଦ କପୁରଙ୍କ ପରିବାର ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ପରିବାର ସଦସ୍ୟଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡ ରହିଛି | ସାହିଦ କପୁରଙ୍କ ପିତା ତଥା ଅଭିନେତା-ଚଳଚ୍ଚିତ୍ର ନିର୍ମାତା ପଙ୍କଜ କପୁର…

କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟ ସସପେଣ୍ଡ , ପଶ୍ଚିମବଙ୍ଗ ହିଂସା ଉପରେ କରିଥିଲେ ବିବାଦୀୟ ଟୁଇଟ

ନିଜ ବୟାନ ଏବଂ ବିବାଦ କାରଣରୁ କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟକୁ ସସପେଣ୍ଡ କରିଦିଆଯାଇଛି। ସେ ଟୁଇଟର ନିୟମ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ ଯେ କଙ୍ଗନା ଗତ ତିନି ଦିନ ଧରି ବିବାଦୀୟ ଟୁଇଟ ହେତୁ ଚର୍ଚାରେ ରହିଛନ୍ତି। ଗତ ଦିନ ଅମ୍ଳଜାନ ଉପରେ କରାଯାଇଥିବା ଏକ ଟ୍ୱିଟ ଯୋଗୁଁ…

ସୋନୁ ସୁଦଙ୍କୁ ଫ୍ରଡ କହିଲେ ୟୁଜର, କଙ୍ଗନା ଦେଲେ ଏଭଳି ପ୍ରତିକ୍ରିୟା

ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଛି। ଏଥିସହ ପୀଡିତମାନେ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଇଞ୍ଜେକ୍ସନ ଇତ୍ୟାଦି ଅଭାବର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ବଲିଉଡ ତାରକା ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ବଲିଉଡ ଅଭିନେତା ସୋନୁ ସୁଦଙ୍କ…

ଆଇସିୟୁରେ ଭର୍ତିହେଲେ ରଣଧୀର କପୁର, ହୋଇଥିଲେ କରୋନା ଆକ୍ରାନ୍ତ

ଅନେକ ବଲିଉଡ ସେଲିବ୍ରିଟି କରୋନା ମହାମାରୀର ଶିକାର ହୋଇଛନ୍ତି। ନିକଟରେ ସଂକ୍ରମିତ ହୋଇଥିବା ରଣଧୀର କପୁର କରୋନାରେ ସଂକ୍ରମିତ ହୋଇଛନ୍ତି। ୨୯ ତାରିଖ, ଗୁରୁବାର ଦିନ ରଣଧୀରଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି…

ଦାଦା ସାହେବ ଫାଲକେ : ଏହି ବିରାଟ ନାଁ ପଛରେ ଲୁଚି ରହିଛି ଅନେକ ସଂଘର୍ଷର କାହାଣୀ

ହିନ୍ଦୀ ସିନେମାର ଦାଦାସାହେବ ଫାଲକେ ଆଜିର ଦିନରେ ୧୮୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଧୁଣ୍ଡିରାଜ ଗୋବିନ୍ଦ ଫାଲକେ। ସେ କେବଳ ଜଣେ ନିର୍ଦ୍ଦେଶକ ନୁହଁନ୍ତି ଜଣେ ଜଣାଶୁଣା ନିର୍ମାତା ଏବଂ ସ୍କ୍ରିନ୍ ଲେଖକ ମଧ୍ୟ ଥିଲେ। ସେ ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ୯୫…

ବାପା ଇରଫାନଙ୍କୁ ମନେ ପକାଇ ଭାବୁକ ହୋଇପଡ଼ିଲେ ପୁଅ ବାବିଲ : କହିଲେ – ମୁଁ ମୋର ପ୍ରାଣ ହରାଇଦେଲି

ଏପ୍ରିଲ୍ ୨୯, ୨୦୨୦ ରେ, ବଲିଉଡ ଏପରି ଜଣେ ତାରକାଙ୍କୁ ହରାଇଲା, ଯାହାର ଚମକ ତାଙ୍କ ବିୟୋଗ ପରେ ମଧ୍ୟ ହିନ୍ଦୀ ସିନେମା ଜଗତରେ ରହିବ | ଆମେ ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ବିଷୟରେ କହୁଛୁ। ଆଜି, ଇରଫାନଙ୍କ ମୃତ୍ୟୁକୁ ଏକ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ବିୟୋଗରେ ତାଙ୍କ ପରିବାର ଏବଂ…

ଗରିବଙ୍କ ‘ମସିହା’ ହୋଇ ଉଭା ହୋଇଥିବା ସୋନୁ ସୁଦ ଆରମ୍ଭ କଲେ ମାଗଣା କୋଭିଡ ସହାୟତା: ଏବେ ଘରେ ବସି…

କରୋନା ମହାମାରୀ ସମୟରେ ଗରିବ ତଥା ଅସହାୟ ଲୋକଙ୍କ ପାଇଁ ମସିହା ପାଲଟିଛନ୍ତି ସୋନୁସୁଦ। ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରଥମେ କାମ କରିଥିଲେ । ଏହା ପରେ ସେ ସେମାନଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରିଥିବା ଦେଖାଯାଇଥିଲା । ବର୍ତ୍ତମାନ ଯେତେବେଳେ ଦେଶରେ କରୋନା ସଙ୍କଟ…