Browsing Category
ବିଶେଷ
ଲୋକୋ ପାଇଲଟମାନଙ୍କୁ ଉତ୍କୃଷ୍ଟ ସୁବିଧା
ଭାରତୀୟ ରେଳପଥରେ କାର୍ଯ୍ୟରତ ଲୋକୋ ପାଇଲଟଙ୍କର କାର୍ଯ୍ୟ ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରଯାଇଛି। ଗତ ୧୦ ବର୍ଷ ମଧ୍ୟରେ, ଲୋକୋ ପାଇଲଟମାନଙ୍କର ସମସ୍ତ ରନିଙ୍ଗ ରୁମକୁ ଏୟାର କଣ୍ଡିସନିଂ କରାଯିବା ସହ ଭଲ ଭାବରେ ସଜ୍ଜିତ କରାଯାଇଛି। ୨୦୧୪ ପୂର୍ବରୁ ଆଦୌ ରନିଙ୍ଗ ରୁମ…
ବିଶ୍ୱ କଳାଦିବସ ପାଳନ କଲା ବେଦାନ୍ତ
ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଶ୍ୱ କଳା ଦିବସ ଅବସରରେ ଭବାନୀପାଟଣାର ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା…
ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ
ଜୀବନ ଓ ସମ୍ପତ୍ତି ରକ୍ଷା କରିବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଅଗ୍ନିଶମ ବାହିନୀକୁ ଶ୍ରଦ୍ଧାଞ୍ଜଳି ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ଠାରେ ସୋମବାର ‘ଜାତୀୟ ଅଗ୍ନିଶମ ସେବା ସପ୍ତାହ'ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ଅଗ୍ନିଶମ…
ହେବାକୁ ଯାଉଛି ପଞ୍ଚଗ୍ରହୀ ମହାସଂଯୋଗ, ଏହି ରାଶିମାନଙ୍କର ଖୋଲିଯିବ ଭାଗ୍ୟ
୨୫ ଏପ୍ରିଲ ୨୦୨୫, ଶୁକ୍ରବାର ଦିନ ୦୩:୨୫ ସମୟରେ, ଚନ୍ଦ୍ର କୁମ୍ଭ ରାଶିରୁ ପ୍ରସ୍ଥାନ କରି ତାର ଗତି ଅନୁସାରେ ମୀନ ରାଶିରେ ପ୍ରବେଶ କରିବ। ସେଠାରେ ପୂର୍ବରୁ ଉପସ୍ଥିତ ରାହୁ, ଶନି, ବୁଧ ଏବଂ ଶୁକ୍ର ଏକାଠି ମିଶି ପଞ୍ଚ ଗ୍ରହୀ ଯୋଗ ଗଠନ କରିବେ। ଏହି ଯୋଗ ଯୋଗୁଁ କିଛି ରାଶି ବିଶେଷ ଲାଭ,…
“ଆମ ରୁଚି ଆମ ଖାଦ୍ୟ” ଉତ୍ସବ ଅନୁଷ୍ଠିତ
ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସ ଅବସରରେ "ଆମ ରୁଚି ଆମ ଖାଦ୍ୟ" ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଓଡ଼ିଆ ହାଣ୍ଡିଶାଳର ବିଭିନ୍ନ ବ୍ୟଞ୍ଜନ ଯଥା ପିଠାପଣା, ପଖାଳ ଭାତ, ବେସର-ମହୁର, ନଅ ତିଅଣ ଛଅ ଭଜା ଆଦି ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ପୁନଃ…
ଆମ ବସ ଯାତ୍ରୀଙ୍କ ମତାମତ ସଂଗ୍ରହ
ସାର୍ବଜନୀନ ପରିବହନ ସେବାକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ବରୂପ, ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନର ପଦାଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ସହରର ବସ ସେବାର ଦକ୍ଷତା ଏବଂ ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ଆମ ବସରେ ଯାତ୍ରା କରି ବସ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜାନୁଆରୀ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ।…
ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ
କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି…
ବେଦାନ୍ତର ପ୍ରକଳ୍ପ ବିଦ୍ୟା ଓ ନିର୍ମଳ
ଆଲୁମିନିୟମ ଉପତ୍ାଦନକାରୀ ସଂସ୍ଥା ବେଦାନ୍ତ ଏହାର ସିଏସଆର କାର୍ଯ୍ୟକ୍ରମ ଅଧିନରେ ପ୍ରକଳ୍ପ ବିଦ୍ୟା ଏବଂ ପ୍ରକଳ୍ପ ନିର୍ମଳ କାର୍ଯ୍ୟକାରୀ କରୁଛି। ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ପାର୍ଶ୍ୱବର୍ତ୍ତୀ ହେମଗିରି ଓ କୁରାଲୋଇ ଅଞ୍ଚଳରେ ଉଭୟ ପ୍ରକଳ୍ପ ପ୍ରାୟ ୩୦ ହଜାର ଲୋକଙ୍କୁ ଉପକୃତ କରୁଛି। ହେମଗିରି…
ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ
ହରିଦ୍ୱାର ପତଞ୍ଜଳି ଓ୍ବେଲନେଶ୍ ଫେଜ୍-୨ସ୍ଥିତ ଯୋଗଭବନ ସଭାକକ୍ଷରେ ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୈଦିକ କାର୍ଯ୍ୟକ୍ରମ, ନବରାତ୍ରୀ ଯଜ୍ଞ ଓ କନ୍ୟା ପୂଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଆଚାର୍ଯ୍ୟ ବାଳକୃଷ୍ଣ ଯୋଗଗୁରୁ…