Browsing Category
ବିଶେଷ
ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ: ଜିଆଇ ମାନ୍ୟତା ଦାବି
ଏପ୍ରିଲ ୧୧ରେ ପାଳିତ ହେବ ଚତୁର୍ଥ ଛେନାପୋଡ଼ ଦିବସ। ଏ ଉତ୍ସବ ଏଥର ଭୁବନେଶ୍ବରରେ ଧୁମଧାମରେ ପାଳନ କରାଯିବ | କେବଳ ଉତ୍ସବ ପାଳନ ନୁହେଁ, ଛେନାପୋଡ଼କୁ ଜିଆଇ ମାନ୍ୟତା ଏବଂ ଛେନାପୋଡ଼ କାରିଗରଙ୍କ ଲାଗି ସ୍ବତନ୍ତ୍ର କ୍ଲଷ୍ଟର ନିର୍ମାଣ ସହ ଛେନାପୋଡ଼ର ପ୍ରସ୍ତୁତି ଓ ସଂରକ୍ଷଣ ଲାଗି ଅଧିକ…
ରାମନବମୀରେ ରାମ ନାମ କରନ୍ତୁ ଜପ , ଚମତ୍କାର ଫଳ ଦେବେ ଏହି ମନ୍ତ୍ରଗୁଡ଼ିକ
ରାମ ନବମୀ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସର ପବିତ୍ର ପର୍ବ, ଯାହା ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଆସନ୍ତାକାଲି ଅର୍ଥାତ୍ ୬ ଏପ୍ରିଲ ୨୦୨୫ ରେ ରାମ ନବମୀ। ଏହି ଦିନ ମନ୍ତ୍ର ଜପ ସହିତ ଉପବାସ, ଭକ୍ତି, କୀର୍ତ୍ତନ ଏବଂ ପୂଜା ଅତ୍ୟନ୍ତ ଲାଭଦାୟକ ବୋଲି…
ରାମନବମୀରେ ପମ୍ବନ ସେତୁ ଉଦଘାଟନ କରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ ସେ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବେ। ମୋଦୀ ଅପରାହ୍ନରେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ଆୟୋଜିତ…
ଏପ୍ରିଲ ମାସରେ ଆପଣଙ୍କ ଟ୍ରାଭେଲ ଲିଷ୍ଟରେ ନିଶ୍ଚିତ ସାମିଲ କରନ୍ତୁ ଓଡ଼ିଶାର ଏହିସବୁ ପ୍ରସିଦ୍ଧ ସ୍ଥାନ
ଏପ୍ରିଲ ମାସରେ ଓଡ଼ିଶା ଭ୍ରମଣ ପାଇଁ ଯଦି ଆପଣ ଚିନ୍ତା କରୁଛନ୍ତି କିନ୍ତୁ କେଉଁ ସ୍ଥାନକୁ ବୁଲିବାକୁ ଯିବେ ଜାଣିପାରୁ ନାହାନ୍ତି। ତେବେ ଆପଣ ଠିକ ସ୍ଥାନକୁ ଆସିଛନ୍ତି। ଆମେ ଏଠାରେ ଓଡ଼ିଶାର କିଛି ଅତ୍ୟନ୍ତ ମନୋରମ ଦୃଶ୍ୟ ଏବଂ ଭୂଭାଗରେ ଭରି ରହିଥିବା ସ୍ଥାନଗୁଡିକ ବିଷୟରେ ଉଲ୍ଲେଖ କରିଛୁ ।…
ବିଭିନ୍ନ ଜିଲାରେ ବର୍ଷା ଓ ବଜ୍ରପାତ
ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପୂର୍ବାନୁମାନ ଅନୁସାରେ ଗୁରୁବାର କେନ୍ଦୁଝର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ…
ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍
ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ (https://odiapakhya.com)ର ମଧ୍ୟ ନିର୍ମାଣ କରାଯାଇଛି।
ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଯୁନିଟ-୩ ର ବିଦ୍ୟାରମ୍ଭ ଯଜ୍ଞ ଓ ଉତ୍କଳ ଦିବସ ପାଳିତ
ଭୁବନେଶ୍ୱର - ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଯୁନିଟ-୩, ଭୁବନେଶ୍ୱର ରେ ଅଦ୍ୟ ବିଦ୍ୟାରମ୍ଭ ଯଜ୍ଞ ଓ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ଛାତ୍ର-ଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଗଣ ଅତ୍ୟନ୍ତ ଉତ୍ସାହରେ ଅଂଶଗ୍ରହଣ କରିଥିଲେ।ଉତ୍ସବ ଆରମ୍ଭ ହେବା ପୂର୍ବରୁ ମା'!-->…
ରାଜ୍ୟବାସୀଙ୍କୁ ନିଜର ଅନନ୍ୟ ପରିଚୟକୁ ପାଳନ କରିବାର ସୁଯୋଗ ଦିଏ ଉତ୍କଳ ଦିବସ
ଉତ୍କଳ ଦିବସ, ଯାହାକୁ ଓଡ଼ିଶା ଦିବସ ଭାବରେ ମଧ୍ୟ କୁହାଯାଏ, ଭାରତ ଇତିହାସରେ ଏକ ଏହା ଗୁରୁତ୍ୱପୂର୍ଣ୍ଣ ଘଟଣା । ପ୍ରତିବର୍ଷ ଏପ୍ରିଲ ୧ ତାରିଖରେ ଏହା ପାଳିତ ହୁଏ। ଏହି ଦିନଟି ଓଡ଼ିଶା ରାଜ୍ୟ ଗଠନର ସ୍ମୃତିଚାରଣ କରେ।
ଉତ୍କଳ ଦିବସର ଐତିହାସିକ ପୃଷ୍ଠଭୂମି
ବର୍ତ୍ତମାନ ଓଡ଼ିଶା ଭାବରେ…
ଆଜି ମୀନ ରାଶିରେ ପ୍ରବେଶ କରିବେ ଶନି , ଜାଣନ୍ତୁ ସାଢ଼େସାତିରୁ କାହାକୁ ମିଳିବ ମୁକ୍ତି
ଜ୍ୟୋତିଷମାନଙ୍କ ଅନୁସାରେ, ୨୯ ମାର୍ଚ୍ଚ, ୨୦୨୫ରେ ଶନି କୁମ୍ଭ ରାଶି ଛାଡି ବୃହସ୍ପତିଙ୍କ ରାଶି ମୀନ ରାଶିରେ ପ୍ରବେଶ କରିବେ। ସେ ୨୯ ମାର୍ଚ୍ଚ ରାତି ୧୦:୦୭ ସମୟରେ ମୀନ ରାଶିରେ ପ୍ରବେଶ କରିବେ। ଆପଣଙ୍କୁ କହିରଖୁଛୁ ଯେ, ମୀନ ରାଶି ଦେବଗୁରୁ ବୃହସ୍ପତିଙ୍କ ମାଲିକ। ପ୍ରାୟ ୩୦ ବର୍ଷ ପରେ ଶନି…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୋବରଘାଟିରେ ୨ଟି ନବୀକରଣ ପୋଖରୀ ଲୋକାର୍ପିତ
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ଗୋବରଘାଟି ଫେଜ୍-୨ କଲୋନୀର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଦୁଇଟି ନବୀକରଣ ହୋଇଥିବା ଗୋଷ୍ଠୀ ପୋଖରୀ କୁ ଲୋକାର୍ପଣ କରାଯାଇଛି। ଏହି ପୋଖରୀ ଦ୍ୱାରା ଆଖପାଖ ଅଞ୍ଚଳରେ ରହୁଥିବା ୪୫୦ ପରିବାର ଉପକୃତ ହେବେ।
ଟାଟା ଷ୍ଟିଲର କର୍ପୋରେଟ…