Browsing Category

ବାଣିଜ୍ୟ

ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସହ ମଶା ସମସ୍ୟାକୁ ଯୋଡ଼ିଛନ୍ତି ୮୭% ଭାରତୀୟ: ଗୁଡ୍‌ନାଇଟ୍ ସର୍ଭେ

ଭୁବନେଶ୍ୱର: ୮୭ ପ୍ରତିଶତ ଭାରତୀୟ ଭାବୁଛନ୍ତିରେ ନିଦ୍ରାରେ ବିଭ୍ରାଟ, ବିଶେଷ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସିଧାସଳଖ ଭାବେ ପ୍ରଭାବିତ କରଛି। ଚଳିତ ବିଶ୍ୱ ମ୍ୟାଲେରିଆ ଦିବସ ପରିପ୍ରେକ୍ଷୀରେ ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିପିସିଏଲ୍‌)ର ପ୍ରମୁଖ ମଶା…

ଏଥର ଏନର୍ଜି ଲିମିଟେଡର ଆଇପିଓ ୨୦୨୫ ଏପ୍ରିଲ ୨୮ରେ ଖୋଲିବ

ଭୁବନେଶ୍ୱର: ଏଥର ଏନର୍ଜି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଏପ୍ରିଲ ୨୮ ସୋମବାର ଖୋଲିବ। ଆଙ୍କର ନିବେଶକମାନେ ବିଡ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଏପ୍ରିଲ ୨୫ରେ ବିଡ୍ ଦାଖଲ କରିପାରିବେ। ଏହି ଅଫରର ବିଡ ୨୦୨୫ ଏପ୍ରିଲ ୩୦ ବୁଧବାର ବନ୍ଦ ହେବ।…

ସମୃଦ୍ଧି ଉତ୍ସବ – ଓଡ଼ିଶା ର ହସ୍ତଶିଳ୍ପୀ କାରିଗର ଙ୍କ ସାମଗ୍ରିକ ବିକାଶ କର୍ମଶାଳା ଉଦଯାପିତ ..

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପର ଭୂମି ଓ ସାଂସ୍କୃତିକ ଐତିହ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ I ଓଡ଼ିଶାରେ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର କାରିଗର ବିଭିନ୍ନ ହସ୍ତଶିଳ୍ପ କାର୍ଯ୍ୟକ୍ରମରେ ଜଡିତ ଅଛନ୍ତି। ଓଡ଼ିଶାର କଳା ଏବଂ ହସ୍ତଶିଳ୍ପ ପରମ୍ପରା ଦକ୍ଷ କାରିଗରମାନଙ୍କ ପାଇଁ ହିଁ ବଞ୍ଚି ରହିଛି I

ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଅଟିଜିମ୍ ସଚେତନତା ପାଇଁ ଚିତ୍ରାଙ୍କନ କର୍ମଶାଳା ଆୟୋଜିତ

 ବୁର୍ଲା: ଅଟିଜିମ୍ ସଚେତନତା ମାସର ଅଂଶ ଭାବେ ତଥା ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ୍ “ପେ’ ଅଟେନସନ୍” ଅଧୀନରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଅଟିଜିମ୍ ସଚେତନତାକୁ ନେଇ ଏକ ସ୍ୱତନ୍ତ୍ର ଚିତ୍ରାଙ୍କନ କର୍ମଶାଳାର ଆୟୋଜନ…

ପାର୍କ ମେଦି ୱାର୍ଲଡ୍ ପକ୍ଷରୁ ୧୨୬୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପାର୍କ ବ୍ରାଣ୍ଡ୍ ଅଧୀନରେ ୧୩ ଏନଏବିଏଚ୍ ମାନ୍ୟତାପ୍ରାପ୍ତ ମଲ୍ଟି-ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ର ନେଟ୍‌ୱର୍କ ପରିଚାଳନା କରୁଥିବା ପାର୍କ ମେଦି ୱାର୍ଲଡ୍ ଲିମିଟେଡ୍ ପକ୍ଷରୁ ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପାଖରେ ଡ୍ରାଫ୍‌ଟ ରେଡ୍ ହେରିଂ…

ଭିମ୍ ପକ୍ଷରୁ ୟୁପିଆଇ ସର୍କଲର ଶୁଭାରମ୍ଭ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭିମ୍ ପେମେଂଟ ଆପରେ ପାର୍ସିଆଲ ଡେଲିଗେସନ (ଆଂଶିକ ଦାୟିତ୍ୱ ନ୍ୟସ୍ତ କରିବା) ସହ ୟୁପିଆଇ ସର୍କଲର ଶୁଭାରମ୍ଭ କରାଯାଇଛି।…

ରିଭା ବାଏ ତନିସ୍କ ପକ୍ଷରୁ ଆକର୍ଷଣୀୟ ବିବାହ ଗହଣା ସମ୍ଭାର, ଅକ୍ଷୟ ତୃତୀୟାରେ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିବ

ନବବଧୂଙ୍କ ପାଇଁ କଷ୍ଟମାଇଜ୍‌ଡ ବ୍ରାଇଡାଲ ଗହଣା ସମ୍ଭାର ସହିତ ବିବିଧ ପରମ୍ପରାର ପାଳନ ଭୁବନେଶ୍ୱର: ଅକ୍ଷୟ ତୃତୀୟାର ପବିତ୍ର ପର୍ବ ପାଖେଇ ଆସୁଥିବା ବେଳେ ତନିସ୍କର ସ୍ୱତନ୍ତ୍ର ବିବାହ ସବ୍ ବ୍ରାଣ୍ଡ୍ ରିଭା ଆଗାମୀ ଗ୍ରୀଷ୍ମକାଳୀନ ଭାରତୀୟ ବିବାହର ଭବ୍ୟତାକୁ ଏହାର ଉତ୍କୃଷ୍ଟ…

ଆଜିର ବଜାରରେ ରିଟେଲ ନିବେଶକଙ୍କ ପାଇଁ ଫ୍ଲେକ୍ସି କ୍ୟାପ ଫଣ୍ଡ ଏକ ବୁଦ୍ଧିମାନର ପସନ୍ଦ

ଭୁବନେଶ୍ୱର: ଭାରତୀୟ ଷ୍ଟକ ବଜାର ଏବେ ଏକ ଚମତ୍କାର ମୋଡରେ ରହିଛି। ବିଶ୍ୱ ଟାରିଫ ଯୁଦ୍ଧ ଓ ଅଥନୈତିିକ ଆହ୍ୱାନ ପ୍ରଭାବରେ ସାରା ବିଶ୍ୱରେ ବଜାର ଅତ୍ୟନ୍ତ ଅସ୍ଥିର ରହିଛି। ଅସ୍ଥିରତା ମାପକ ଭାରତ ଭିଆଇଏକ୍ସ (ଅସ୍ଥିରତା ସୂଚକାଙ୍କ) ବର୍ତମାନ ୨୦୨୫ ଏପ୍ରିଲ ୧୭ ସୁଦ୍ଧା ୧୫.୪୭ ରହିଛି ଯାହା…

ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି

-- ଖରା ଏବଂ ବୈଦ୍ୟୁତିକ ଉପକରଣଠାରୁ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ବ୍ରହ୍ମପୁର, ଏପ୍ରିଲ ୨୦୨୫: ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ

ଟିପିଏନଓଡିଏଲ ପକ୍ଷରୁ ବିଶ୍ୱ ସୃଜନଶୀଳତା ଏବଂ ନବସୃଜନ ଦିବସରେ ପ୍ରଥମ ଥର ପାଇଁ ଇନୋଭେସନ କାର୍ନିଭାଲ ଆୟୋଜିତ

ବାଲେଶ୍ୱର: ଉତ୍କର୍ଷତା ଓ ଉଦ୍ଭାବନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଭାବେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ବିଶ୍ୱ ସୃଜନଶୀଳତା ଓ ନବସୃଜନ ଦିବସ ଅବସରରେ ପ୍ରଥମ ଥର ପାଇଁ ଇନୋଭେସନ କାର୍ନିଭାଲକୁ ଗର୍ବର ସହ ପାଳନ କରାଯାଇଛି। ସୃଜନଶୀଳତା,…