Browsing Category
ବାଣିଜ୍ୟ
ମୋବାଇଲ ନମ୍ବର ବନ୍ଦ ଥିଲେ ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି UPI ସେବା
UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡ଼ିକ ୧ ଏପ୍ରିଲରୁ ଲାଗୁ ହେଉଛି। ଏହା ଅନୁଯାୟୀ, ଯଦି ଆପଣ ୯୦ ଦିନ ପର୍ଯ୍ୟନ୍ତ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରନ୍ତି ନାହିଁ,…
ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେଉଛି ଟିପିଏସ୍ଓଡିଏଲ୍
* ଡ୍ରୋନ୍ ଟେକ୍ନୋଲୋଜି ଓ ଏଡିଏମ୍ଏସ୍ ସେବା ଆରମ୍ଭ ବ୍ରହ୍ମପୁର, ମାର୍ଚ୍ଚ: ବିଦ୍ୟୁତ ବଣ୍ଟନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ୍) ଦୁଇଟି ପ୍ରମୁଖ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛି।!-->…
ଟିପିଏସଓଡିଏଲ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
‘ଯଶସ୍ୱିନୀ’ ପୁସ୍ତିକା ଉନ୍ମୋଚିତ
ବ୍ରହ୍ମପୁର : ମହିଳାମାନଙ୍କର ଅମୂଲ୍ୟ ଅବଦାନକୁ ସ୍ୱୀକାର କରି ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସକୁ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସୁମିତ୍ରା ମାଝି,!-->!-->!-->…
ଟାଟା ଏଆଇଏ ଲାଇଫ ପକ୍ଷରୁ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡର ଶୁଭାରମ୍ଭ
- କମ୍ପାନି ପକ୍ଷରୁ ଦୁଇଟି ଏନଏଫଓ ଉନ୍ମୋଚିତ
ଭୁବନେଶ୍ୱର: ଭାରତ ସରକାର ଉପସ୍ଥାପନ କରିଥିବା ବଜେଟରେ ଲୋକଙ୍କ ହାତରେ ଅଧିକ ପାଣ୍ଠି ପହଂଚାଇବା ଲାଗି ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ ଘୋଷଣା କରିଥିବାରୁ ଲୋକମାନେ ଅଧିକ ବ୍ୟୟ କରିବେ ବୋଲି ଆଶା କରାଯାଉଛି। ଲୋକଙ୍କ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ଶୌର୍ଯ୍ୟ ବେତନ ଖାତା ପାଇଁ ଭାରତୀୟ ବାୟୁସେନା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ
ନିରବଚ୍ଛିନ୍ନ ବ୍ୟାଙ୍କିଂ ଅନୁଭୂତି ସହିତ ଆଇଏଏଫ୍ କର୍ମଚାରୀଙ୍କୁ ସୁହାଇବା ଭଳି ଆର୍ଥିକ ସେବା ପ୍ରଦାନ କରିବ ବ୍ୟାଙ୍କ
ଶୌର୍ଯ୍ୟ ବେତନ ଖାତା ହେଉଛି ଏକ ଜିରୋ ବାଲାନ୍ସ ଖାତା, ଯେଉଁଥିରେ ଆଇଏଏଫ୍ କର୍ମଚାରୀଙ୍କ ପାଇଁ ବ୍ୟାପକ ଲାଭ ରହିଛି
ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ସ୍ପର୍ଶ…
ଇଦ ଉପଲକ୍ଷେ ମୋଦିକେୟାରର ଶୁଦ୍ଧ ଘିଅ, କାଶ୍ମିରୀ କେଶର ଓ ପ୍ରାକୃତିକ ଷ୍ଟେଭିଆ ପାଉଡରରେ ପ୍ରସ୍ତୁତ କରନ୍ତୁ ଶୀର…
ଭୁବନେଶ୍ୱର: ପରିବାରକୁ ଏକାଠି କରୁଥିବା ପାରମ୍ପରିକ ମିଠା ସମୃଦ୍ଧ ଏବଂ ସୁଗନ୍ଧିତ ଶୀର ଖୁର୍ମା ବିନା ଇଦ୍ ଉତ୍ସବ ଅସମ୍ପୂର୍ଣ୍ଣ କ୍ଷୀର, ସିମେଇ ଓ ଡ୍ରାଏ ଫ୍ରୁଟରେ ତିଆରି ହୋଇଥିବା ଏହି ପାର୍ବଣ ଖାଦ୍ୟକୁ ଉଚ୍ଚମାନର ଉପାଦାନରୁ ପ୍ରସ୍ତୁତ କରାଯାଏ। ମୋଦିକେୟାରର ଶୁଦ୍ଧ ଗାଈ ଘିଅର ସମୃଦ୍ଧି,…
ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ
- ଏଥିସହିତ ଜିଓକୁ ମିଳିଲା ଆନ୍ତର୍ଜାତୀୟ ଡବ୍ଲୁଆଇପିଓ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ଟ୍ରଫି- ଜିଓ ପକ୍ଷରୁ ୪ ହଜାରରୁ ଅଧିକ ପେଟେଣ୍ଟ ଦୂରସଂଚାର, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ, ୨୦୨୫:!-->!-->!-->…
ଗୋଦରେଜ୍ ପକ୍ଷରୁ ଏସି ବର୍ଗମାଳାର ବିସ୍ତାର ସହ ୫୦% ବ୍ୟବସାୟିକ ଅଭିବୃଦ୍ଧି ହାସଲ ଲକ୍ଷ୍ୟ
ଭୁବନେଶ୍ୱର: ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ବଢ଼ୁଥିବା ବେଳେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଅଂଶ ଗୋଦରେଜ୍ ଆଣ୍ଡ୍ ବଏସ୍ର ଆପ୍ଲାଏନ୍ସେସ୍ ବ୍ୟବସାୟ ପକ୍ଷରୁ ନୂଆ ଏସି ବର୍ଗମାଳାକୁ ଉନ୍ମୋଚନ କରାଯାଇଛି। ସେଥିରେ ଏକାଧିକ ପ୍ରକାରର କ୍ଷମତା, ଟନେଜ୍, ପାୱାର ରେଟିଂ ଓ…
ଡିମର୍ଜର ହୋଇଥିବା ପ୍ରତିଟି କମ୍ପାନି ୧୦୦ ବିଲିୟନ ଡଲାର କମ୍ପାନିରେ ପରିଣତ ହେବାର ସମ୍ଭାବନା ରହିଛି: ବେଦାନ୍ତ…
ଭୁବନେଶ୍ୱର: ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ପ୍ରତ୍ୟେକ ଡିମର୍ଜଡ୍ (ପୃଥକ ହୋଇଥିବା) କମ୍ପାନି ୧୦୦ ବିଲିୟନ ଡଲାରର କମ୍ପାନୀରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଅଂଶୀଦାରମାନଙ୍କୁ ଲେଖିଥିବା ଏକ ଚିଠିରେ ଅଗ୍ରୱାଲ ମୂଲ୍ୟ ବାହାର କରିବା ଏବଂ…
ଟିସିଏସ କୋଡଭିଟା ୨୦୨୫ରେ ତାଇୱାନର ୨୪ ବର୍ଷୀୟ ଜେଫ୍ରି ହୋଙ୍କୁ ‘ବିଶ୍ୱର ଶ୍ରେଷ୍ଠ କୋଡର’ ଟାଇଟଲ
ଭୁବନେଶ୍ୱର: ଆଇଟି ସେବା, କନସଲଟିଂ ଓ ବ୍ୟବସାୟ ସମାଧାନର ବିଶ୍ୱସ୍ତରୀୟ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଚେନ୍ନାଇର ଟିସିଏସ ସିରୁସେରି କ୍ୟାମ୍ପସରେ ଏହାର ବିଶ୍ୱସ୍ତରୀୟ କୋଡିଂ ପ୍ରତିଯୋଗିତା କୋଡଭିଟା ୨୦୨୫ର ବିଜେତା ଘୋଷଣା କରାଯାଇଛି। ତାଇୱାନର ୨୪…