Browsing Category
ବାଣିଜ୍ୟ
ଇରେଡା ପକ୍ଷରୁ ୨୦୨୪-୨୫ ଆର୍ôଥକ ରର୍ଷରେ ଋଣ ମଞ୍ଜୁର ୨୭% ବୃଦ୍ଧି ପାଇ ୪୭,୪୫୩ କୋଟି ଟଙ୍କା, ଲୋନ ବୁକ ୨୮% ବୃଦ୍ଧି…
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା) ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷରେ ଏହାର ଆର୍ôଥକ ପ୍ରଦର୍ଶନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘୋଷଣା କରାଯାଇଛି।
୨୦୨୪-୨୫ ଆର୍ôଥକ ବର୍ଷରେ ଋଣ ମଞ୍ଜୁରି ୨୭ ପ୍ରତିଶତ ବୃଦ୍ଧି ପାଇ ୪୭,୪୫୩ କୋଟି ଟଙ୍କା…
ଶ୍ରେଷ୍ଠ ସମନ୍ୱିତ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲର ଏଫ୍ଏଏମଡି ପୁରସ୍କୃତ
ନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୦୪/୨୦୨୫: ‘ବେଷ୍ଟ ଇଂଟିଗ୍ରେଟେଡ ୱାଟର ମ୍ୟାନେଜମେଂଟ ପ୍ରୋଜେକ୍ଟ’ (ଶ୍ରେଷ୍ଠ ସମନ୍ୱିତ ଜଳ ପରିଚାଳନା ପ୍ରକଳ୍ପ) ପାଇଁ ପୁରସ୍କୃତ ହୋଇଛି ଟାଟା ଷ୍ଟିଲର ଫେରୋ ଆଲୟଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫଏଏମଡି)। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୱାଟର ଡାଇଜେଷ୍ଟ ୱାର୍ଲଡ…
ପ୍ରୋଜିଲ୍ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ରାଜସ୍ୱ ଦୃଷ୍ଟିରୁ ଭାରତର ଚତୁର୍ଥ ବୃହତମ ସୋଲାର ଇପିସି କମ୍ପାନି ପ୍ରୋଜିଲ୍ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। କମ୍ପାନି ୭୦୦ କୋଟି ଟଙ୍କାର…
ଆର୍ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଆର୍ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୫୮୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି।
ଡିଆର୍ଏଚ୍ପି…
ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ: ଦୈନନ୍ଦିନ ପେମେଂଟ୍ର ସରଳୀକରଣ
ଭୁବନେଶ୍ୱର: ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡର ସମନ୍ୱୟ, ଭରତରେ ଡିଜିଟାଲ୍ ପେମେଂଟ୍ ଦୃଶ୍ୟପଟ୍ଟରେ ରୂପାନ୍ତରଣ ଆଣିଛି। ଏହା ବ୍ୟବହାରକାରୀମାନଙ୍କୁ କାର୍ଡ ବିନା ପେମେଂଟ୍ କରିବାର ସ୍ୱାଧୀନତା ପ୍ରଦାନ କରୁଛି। କାର୍ଡ ଲିଙ୍କ କରିବା ଅତ୍ୟନ୍ତ ସହଜ। ୟୁପିଆଇ ସୁବିଧା ଥିବା ଆପ୍ ଜରିଆରେ…
ଟାଟା ନିଉ ଏଚ୍ଡିଏଫ୍ସି ବ୍ୟାଙ୍କ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ
ଭୁବନେଶ୍ୱର: ଟାଟା ନିଉ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଟାଟା ନିଉ ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ କରିଥିବା ଘୋଷଣା କରାଯାଇଛି। ଏଥି ସହିତ ଏହା ଭାରତର ପସନ୍ଦର ରିୱାର୍ଡ କ୍ରେଡିଟ୍ କାର୍ଡରେ ପରିଣତ ହୋଇଛି। ଏହା ସାରା ଦେଶରେ ଗ୍ରାହକଙ୍କୁ ମୂଲ୍ୟ…
ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ
ରେଳ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଅମୃତ ଷ୍ଟେଶନ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ ଓ ନବୀକରଣ କରାଯାଉଛି। ୧୬.୪ କୋଟି ଟଙ୍କା ବିନିଯୋଗରେ ଏହି କାର୍ଯ୍ୟ କରାଯାଉଛି। ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବା ଲକ୍ଷ୍ୟରେ!-->!-->!-->…
ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏମଡିଜିନେକ୍ସଟ ମୋବାଇଲ୍ ଆପ୍ର ଶୁଭାରମ୍ଭ; ନଗଦ ପରିଚାଳନା ସେବା ପାଇଁ ଉତ୍ସର୍ଗୀକୃତ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବରୋଦା କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ବିସିଏମ୍ଏସ୍) ବ୍ୟବହାର କରୁଥିବା ବ୍ୟାଙ୍କର କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ନଗଦ ପରିଚାଳନା ସେବା ମୋବାଇଲ ଆପ ‘ବରୋଦା!-->…
ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ: ୨୦୨୫ରେ ସ୍ୱାସ୍ଥ୍ୟ ବୀମା କାହିଁକି ବୁଦ୍ଧିମାନର ନିବେଶ
ଭୁବନେଶ୍ୱର: ବର୍ତମାନ ସମୟରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଅଭୂତପୂର୍ବ ହାରରେ ବୃଦ୍ଧି ପାଉଛି। କେବଳ ବ୍ୟକ୍ତିଗତ ଆର୍ôଥକ ବ୍ୟବସ୍ଥା ଉପରେ ନିର୍ଭର କରିବା ବିପଦପୂର୍ଣ୍ଣ ହୋଇପାରେ। ଅପ୍ରତ୍ୟାଶିତ ଚିକିତ୍ସା ଭଳି ଜରୁରୀକାଳୀନ ପରିସ୍ଥିତି ସଂଚୟ ରାଶିକୁ ଶୀଘ୍ର ହ୍ରାସ କରିପାରେ। ସ୍ୱାସ୍ଥ୍ୟ ବୀମା…
ମୁଗ୍ଧା କାଲ୍ରାଙ୍କ ପୁସ୍ତକ ‘ଆଇ ସି ୟୁ, ଆଇ ଗେଟ ୟୁ: ଦି ସେଲ୍ଫ କେୟାର ଗାଇଡ ଫର ସ୍ପେସାଲ ନିଡ୍ସ ପ୍ୟାରେଂଟ୍ସ’…
ଭୁବନେଶ୍ୱର: ଏପ୍ରିଲ ମାସକୁ ଅଟିଜିମ ସଚେତନତା ଓ ଗ୍ରହଣୀୟ ମାସ ଭାବେ ପାଳନ କରାଯାଉଛି। ଏଥିପାଇଁ ଅର୍ନ୍ତଭୁକ୍ତୀକରଣ ନୀତି, ଆଗୁଆ ହସ୍ତକ୍ଷେପ ଓ ଯତ୍ନ ନେଉଥିବା ଲୋକଙ୍କ କଲ୍ୟାଣ ଉପରେ ଅଧିକ ଦୃଷ୍ଟି ଦେବାର ସମୟ ଆସିଛି। ଅଟିଜିମ ସୋସାଇଟି ଅଫ ଆମେରିକା ପକ୍ଷରୁ ୧୯୭୦ରୁ ଏପ୍ରିଲ ୨କୁ ବିଶ୍ୱ!-->…