Browsing Category
ବାଣିଜ୍ୟ
ଏସ୍ବିଆଇ ପକ୍ଷରୁ ୧୩,୪୫୫ ଜୁନିଅର୍ ଆସୋସିଏଟ୍ସଙ୍କୁ ସାମିଲ କରିବା ସହ ଦେଶବ୍ୟାପୀ ଗ୍ରାହକ ସେବାର ସୁଦୃୃଢ଼ୀକରଣ
ଭୁବନେଶ୍ୱର: ଦେଶର ସର୍ବବୃହତ୍ ଓ ସବୁଠୁ ବିଶ୍ୱସନୀୟ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷୁ ନୂତନ ଭାବେ ନିଯୁକ୍ତ ହୋଇଥିବା ୧୩,୪୫୫୬ ଜୁନିଅର ଆସୋସିଏଟ୍ସ (କନିଷ୍ଠ ସହକାରୀ)ଙ୍କୁ ଏହାର ସାରା ଦେଶରେ ଥିବା ବ୍ୟାପକ ନେଟ୍ୱର୍କରେ ସାମିଲ କରିବା ଆରମ୍ଭ କରିଛି।
ଏହି ନୂଆ ଆସୋସିଏଟ୍ସମାନେ…
ଏସ୍ବିଆଇ ଲାଇଫ୍ ପକ୍ଷରୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ଭୁବନେଶ୍ୱରରୁ ଆଇଡିଏସନ୍ଏକ୍ସ ୨.୦ର ଶୁଭାରମ୍ଭ;…
ଜୀବନ ବୀମା କ୍ଷେତ୍ରରେ ନବସୃଜନକୁ ଆଗକୁ ବଢ଼ାଇବାରେ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରମୁଖ ନବସୃଜନ ଅଭିଯାନ “ଆଇଡିଏସନଏକ୍ସ ୨.୦”ର…
ବ୍ୟାଙ୍କ୍ ଅଫ୍ ବରୋଦାର ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୪,୫୪୧ କୋଟି ଟଙ୍କାର ନିଟ୍ ଲାଭ
ଭୁବନେଶ୍ୱର: ରାଷ୍ଟ୍ରାୟତ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବଧିରେ ବ୍ୟାଙ୍କ୍ ନିଟ୍ ଲାଭ ୧.୯ ପ୍ରତିଶତ ବୃଦ୍ଧି ପାଇ ୪,୫୪୧ କୋଟି ଟଙ୍କା ହୋଇଛି। ପୂର୍ବ ଆର୍ôଥକ ବର୍ଷର ଏହି ସମୟରେ ବ୍ୟାଙ୍କର…
ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ ପାଇଁ ଟିପିସିଓଡିଏଲକୁ ସିଏସଆର ଟାଇମ୍ସ ପୁରସ୍କାର
ଭୁବନେଶ୍ୱର: ଟାଟା ପାୱର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍) ଦିଲ୍ଲୀରେ ଆୟୋଜିତ ୧୨ତମ ଜାତୀୟ ସିଏସଆର ସମ୍ମିଳନୀ ୨୦୨୫ ରେ ଗରିମାମୟ ସିଏସଆର ଟାଇମ୍ସ ପୁରସ୍କାର ପ୍ରାପ୍ତ କରିଛି।
ଏହି ପୁରସ୍କାର "ଅନୋଖା ଧାଗା’…
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ନବସୃଜନ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ସହ ୧୧୮ତମ ପ୍ରତିଷ୍ଠା ଦିବସ ପାଳନ
ଭୁବନେଶ୍ୱର: ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୧୧୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ସହିତ ବିଶ୍ୱାସ, ନବସୃଜନ ଓ ନିରନ୍ତର ଅଭିବୃଦ୍ଧି ପ୍ରତି ଏହା ନିଜର ପ୍ରତିିବଦ୍ଧତା ଦୋହରାଇଛି। ‘ନବସୃଜନ ଦ୍ୱାରା ସଶକ୍ତ ବିଶ୍ୱାସ’ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରତିଷ୍ଠା ଦିବସ ବ୍ୟାଙ୍କ…
ସଂପୂର୍ଣ୍ଣ ନୂଆ ଡିଜାଇନ୍ ଓ ଉନ୍ନତ ସୁବିଧାସୁଯୋଗ ସହିତ ଆଲ-ନ୍ୟୁ ରେନୋ ଟ୍ରାଇବର୍ ଉନ୍ମୋଚିତ
ଭୁବନେଶ୍ୱର: ଫ୍ରାନ୍ସର ଅଗ୍ରଣୀ କାର୍ ନିର୍ମାତା ରେନୋ ଗ୍ରୁପର ଏକ ସଂପୂର୍ଣ୍ଣ ସହାୟକ ସଂସ୍ଥା ରେନୋ ଇଣ୍ଡିଆ ପକ୍ଷରୁ ଆଜି ଆଲ-ନ୍ୟୁ ରେନୋ ଟ୍ରାଇବର୍ ଉନ୍ମୋଚନ କରାଯାଇଛି। ଏହା ଭାରତର ସବୁଠାରୁ ଅଭିନବ ୭-ସିଟ ବିଶିଷ୍ଟ କାର। ନୂଆ ଟ୍ରାଇବର୍ ଏକ ନୂତନ ଏବଂ ଆଧୁନିକ ଡିଜାଇନ୍ ପରିଭାଷା ସହିତ…
ମିଲ୍କି ମିଷ୍ଟ ଡେରି ଫୁଡ ଲିମିଟେଡ ପକ୍ଷରୁ ୨୦୩୫ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ୟାକେଜଡ ଫୁଡ କମ୍ପାନି ମିଲ୍କି ମିଷ୍ଟ ଡେରି ଫୁଡ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୨୦୩୫ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ…
ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ସମାରୋହରେ ୪୨୩ ସ୍ନାତକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଜୟପୁରର ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ମାନ୍ୟବର ରାଜ୍ୟପାଳ ହରିବାବୁ କିଷନରାଓ ବାଗଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ‘ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଆଇଆଇଏଚଏମଆର…
ଓଡ଼ିଶାର ଯୁବ ଇଞ୍ଜିନିୟରଙ୍କ ଦ୍ୱାରା ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ରର…
ଭୁବନେଶ୍ୱର: ଦକ୍ଷ ଶକ୍ତି ପ୍ରଫେସନାଲ୍ କ୍ଷେତ୍ର ଭାବେ ଓଡ଼ିଶାର ଅଭ୍ୟୁଦୟର ଏକ ଶକ୍ତିଶାଳୀ ପ୍ରମାଣ ଭାବେ ଅଧିକାଂଶ ମହିଳାଙ୍କ ସମେତ ୫୦ରୁ ଅଧିକ ଇଞ୍ଜିନିୟର ଭାରତର ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ର (ପିଡିଟିସି)ର ପରିଚାଳନା କରୁଛନ୍ତି। ବାସ୍ତବ ସମୟ ନିରୀକ୍ଷଣ,…
ଲୋ-ଭୋଲ୍ଟେଜ ସମସ୍ଯା ଦୂର କଲା ଟିପିଏନଓଡିଏଲ
ବାଲେଶ୍ଵର, ୨୧/୭ : ପୂରଣ ହେଲା ସାଧାରଣ ଲୋକଙ୍କ ଦାବି। ଦୂର ହେଲା ଲୋ-ଭୋଲ୍ଟେଜ ସମସ୍ଯା। ଲୋକଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ଗୁରୁତର ସମସ୍ଯା ଦୀର୍ଘ ଦିନ ହେଲା ରହି ଆସିଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା…