Browsing Category

ବାଣିଜ୍ୟ

ଟାଟା ଗ୍ଲୁକୋ+ ଜେଲି ପକ୍ଷରୁ ଡିଜ୍‌ନିର ମାର୍ଭେଲ୍ ଆଭେଞ୍ଜର୍ସ ସହିତ ସହଯୋଗିତା

ଭୁବନେଶ୍ୱର: ଖାଦ୍ୟ ଓ ପାନୀୟ ଶିଳ୍ପରଅଗ୍ରଣୀ ସଂସ୍ଥା ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଟିସିପିଏଲ୍‌) ପକ୍ଷରୁ ଏହାର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ବ୍ରାଣ୍ଡ ଟାଟା ଗ୍ଲୁକୋ+ ଜେଲି ପକ୍ଷରୁ ଡିଜ୍‌ନିର ମାର୍ଭେଲ୍ ଆଭେଞ୍ଜର୍ସ ସହିତ ସହଯୋଗିତା ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର…

କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ସତ୍ୱେ ୪୮ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ପୁନଃସ୍ଥାପିତ କରାଗଲା:…

ଗତ ଶନିବାର (ତା. ୦୩.୦୫.୨୦୨୫ରିଖ) ସନ୍ଧ୍ୟା ସମୟରେ ବରଗଡ଼ ଜିଲ୍ଲାରେ କାଳବୈଶାଖୀ ଝଡ଼ ତାଣ୍ଡବ ରଚିଥିଲା । ଯାହା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସୂଚନାଯୋଗ୍ୟ ଯେ, ଦ୍ରୁତଗତିରେ ପବନ ପ୍ରବାହ ଯୋଗୁଁ ଜିଲ୍ଲାର ବିଭିନ୍ନ…

ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବନାହିଁ – ଟିପିସିଓଡିଏଲ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୫ ଜୁନ୍ ୧୫ ପର୍ଯ୍ୟନ୍ତ ନିୟମିତ ରକ୍ଷଣାବେକ୍ଷଣ ପାଇଁ କୌଣସି ବିଦ୍ୟୁତ କାଟ୍ ହେବନାହିଁ ବୋଲି ଘୋଷଣା କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ…

ଏସବିଆଇ ଜେନୋରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଫ୍ଲେକ୍ସି ଗୃହ ବୀମାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏସ୍‌ବିଆଇ ଜେନେରାଲ୍ ଫ୍ଲେକ୍ସି ଗୃହ ବୀମାର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ବ୍ୟାପକ ଓ ବିକଳ୍ପ ଯୁକ୍ତ ବୀମା ପଲିସି ଯାହାକୁ ମାଲିକାନାରେ ଥିବା ଗୃହ, ଭଡ଼ା ସଂପତି ଓ ହାଉସିଂ ସୋସାଇଟି…

ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ “ହାଣ୍ଡ୍‌ସ ଦାଟ୍ ସ୍ପିକ୍‌” ଡିଜିଟାଲ୍ ସିନେମା ଜରିଆରେ ଅନ୍ତର୍ଜାତୀୟ ଶ୍ରମ…

ଭୁବନେଶ୍ୱର: ଅନ୍ତର୍ଜାତୀୟ ଶ୍ରମ ଦିବସରେ ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ପକ୍ଷରୁ “ହାଣ୍ଡସ୍ ଦାଟ୍ ସ୍ପିକ୍‌” ଡିଜିଟାଲ୍ ସିନେମାର ଶୁଭାରମ୍ଭ କରାଯାଇଛି। ଜିପିସିଏଲ୍‌ର ତାମିଲନାଡ଼ୁରେ ଥିବା ନୂଆ କାରଖାନାରେ କାର୍ଯ୍ୟ କରୁଥିବା ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ…

କରୋନା ରେମେଡିଜ ଲିମିଟେଡ ପକ୍ଷରୁ ୮୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: କ୍ରିସକ୍ୟାପିଟାଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ସେପିଆ ଇନଭେଷ୍ଟମେଂଟ ସମର୍ôଥତ ସଂସ୍ଥା କରୋନା ରେମେଡିଜ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ମହିଳା ସ୍ୱାସ୍ଥ୍ୟ ସେବା,…

କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରୁଛି ଟିପିଏନ୍‌ଓଡ଼ିଏଲ୍ ଏଚଓଟିଟି ସେଣ୍ଟର

ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ହାଣ୍ଡ୍‌ସ-ଅନ୍ ଟେକ୍ନିକାଲ୍ ଟ୍ରେନିଂ (ଏଚ୍‌ଓଟିଟି) କେନ୍ଦ୍ରର ନେଟ୍‌ୱର୍କ ଜରିଆରେ କର୍ମଚାରୀଙ୍କ ବିକାଶ ଓ…

ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି

ବ୍ରହ୍ମପୁର, ୨୦୨୫: ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ପାୱାର ସବଷ୍ଟେସନର କ୍ଷମତା ବୃଦ୍ଧି ଏବଂ ଉନ୍ନତିକରଣ କରାଯାଇଛି। ଗ୍ରୀଷ୍ମକାଳୀନ…

ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚରର ଚତୁର୍ଥ ତ୍ରୈମାସିକରେ ନିଟ ଲାଭ ୫୭% ବୃଦ୍ଧି

ଭୁବନେଶ୍ୱର: ଜେଏସଡବ୍ଲୁ ଗ୍ରୁପର ଅଂଶ ତଥା ଦେଶର ଦ୍ୱିତୀୟ ସର୍ବବୃହତ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ନିଟ ଲାଭ ୫୭ ପ୍ରତିଶତ ବୃଦ୍ଧି…

ରଥଯାତ୍ରା ୨୦୨୫; ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଓଡିଶା ସରକାର ଏବଂ ଟାଟା ପାୱାରର ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍ ପୁରୀର ପବିତ୍ର ରଥଯାତ୍ରା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହାରାଇଛି। ଏହି ମହାନ୍ ଉତ୍ସବ ସମୟରେ ପୁରୀ ସହରରେ ୭୪ ମେଗାୱାଟ୍ ପିକ୍ ଭାର ପୂରଣ କରିବା ପାଇଁ ୧୭୦…