Browsing Category
ବାଣିଜ୍ୟ
ପୋଦାର ପ୍ଲମ୍ବିଂ କର୍ଣ୍ଣାଟକରେ ୭୮୫ କୋଟି ନିବେଶ ଜରିଆରେ ୧୨,୦୦୦ ନିଯୁକ୍ତି ସୃଷ୍ଟି କରିବ
ଭୁବନେଶ୍ୱର: ଅଗ୍ରଣୀ ସିପିଭିସି ଓ ପିଭିସି ପାଇପ ନିର୍ମାତା ପୋଦାର ପ୍ଲମ୍ବିଂ ସିଷ୍ଟମ ପ୍ରାଇଭେଟ ଲିମିଟେଡ କର୍ଣ୍ଣାଟକରେ ନିବେଶକୁ ୪୯୨ କୋଟି ଟଙ୍କାରୁ ୭୫୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ୧୨୦୦୦ ନିଯୁକ୍ତି ସୃଷ୍ଟି କରିବା। କୋଲାରର ଭେମାଗଲ ଶିଳ୍ପାଂଚଳ…
ଟିପିସିଓଡିଏଲ ଗ୍ରାମୀଣ ଓଡ଼ିଶାକୁ ସ୍ଥାୟୀ କୃଷି ପାଇଁ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ସହିତ ସଶକ୍ତ କରୁଛି
ନିରନ୍ତର ଗ୍ରାମୀଣ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକରେ ‘ସମୃଦ୍ଧି’ ପ୍ରକଳ୍ପ ଅଧୀନରେ ଏକ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛି।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ…
ଲେନ୍ସକାର୍ଟ ପକ୍ଷରୁ ୨୧୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଓମନିଚ୍ୟାନେଲ ଆଇଓୟାର ବ୍ରାଣ୍ଡ ଲେନ୍ସକାର୍ଟ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ…
ଆମାଗି ମିଡିଆ ଲ୍ୟାବସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ସଫ୍ଟୱେର ଆଜ ଏ ସର୍ଭିସ (ସାସ) ୟୁନିକର୍ଣ୍ଣ କମ୍ପାନି ଆମାଗି ମିଡିଆ ଲ୍ୟାବସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି)…
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ମୌସୁମୀ ପ୍ରସ୍ତୁତି; ୧୫,୦୦୦ ଶ୍ରମଶକ୍ତି ମୂତୟନ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପ୍ରବଳ ବର୍ଷା ଜାରି ରହିବା ଆକଳନ କରାଯାଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଭଳି…
ସୋନି ଇଣ୍ଡିଆ ପକ୍ଷରୁ ୯୮ ଇଂଚର ବ୍ରାଭିଆ-୫ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ସିରିଜ୍ର ନୂଆ ୯୮ ଇଂଚ ବ୍ରାଭିଆ ୫କୁ ଉନ୍ମୋଚନ କରାଯାଇଛି। ଏହା କେବଳ ଏକ ଟିଭି ନୁହେଁ, ବରଂ ଏକ ସିନେମା କାନଭାସ ଯାହାକୁ ସମ୍ପୂର୍ଣ୍ଣ ଭିଜୁଆଲ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହାର ବୃହତ୍ ୯୮ ଇଂଚ୍ର…
ଟାଟା ପାୱାର ପକ୍ଷରୁ ଅକ୍ଷୟ ଶକ୍ତି ପ୍ରଯୁକ୍ତିରେ ସ୍ଥାନୀୟ ଯୁବବର୍ଗଙ୍କୁ ତାଲିମ ଦେବା ପାଇଁ ଓଡ଼ିଶାରେ ସବୁଜ ଶକ୍ତି…
କଟକ: ଟାଟା ପାୱାର ପକ୍ଷରୁ ଏହାର ଦକ୍ଷତା ବିକାଶ ଶାଖା, ଟାଟା ପାୱାର ସ୍କିଲ ଡେଭେଲପମେଂଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ) ଜରିଆରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ସହଯୋଗିତାରେ ଓଡ଼ିଶାର କଟକରେ ଟିପିଏସଡିଆଇ ଗ୍ରିନ ଏନର୍ଜି ସ୍କିଲ ସେଂଟର (ସବୁଜ ଶକ୍ତି…
ଆଦିତ୍ୟ ଇନଫୋଟେକ ଲିମିଟେଡର ୧୩୦୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୯ରେ ଖୋଲିବ
ଭୁବନେଶ୍ୱର: ଆଦିତ୍ୟ ଇନଫୋଟେକ ଲିମିଟେଡର ଇନିସଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୫ ଜୁଲାଇ ୨୯ ମଙ୍ଗଳବାର ଦିନ ଖୋଲିବ। ଏହି ଇସ୍ୟୁର ପରିମାଣ ୧୩୦୦ କୋଟି ଟଙ୍କା ରହିଛି। ସେଥିରୁ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମାନେ ଅଫର ଫର ସେଲରେ ୮୦୦ କୋଟି…
ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୩୦, ବୁଧବାର ଖୋଲିବ
ଭୁବନେଶ୍ୱର: ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ (ଏନଏସଡିଏଲ)ର ଇନିସଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୫ ଜୁଲାଇ ୩୦ ବୁଧବାର ଦିନ ଖୋଲିବ। ଏହି ଇସ୍ୟୁରେ ଅଂଶଧନକାରୀରମାନେ ୫୦,୧୪୫,୦୦୧ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରିବେ।
ଆଙ୍କର ନିବେଶକମାନେ ୨୦୨୫ ଜୁଲାଇ ୨୯…
ଜେଆରଡି ଟାଟା: ଏକ ସମନ୍ୱିତ ଓ ଦୀର୍ଘସ୍ଥାୟୀ ଭବିଷ୍ୟତର ଦୂରଦ୍ରଷ୍ଟା
ଜେଆରଡି ଟାଟା ଭାବେ ପରିଚିତ ଜେହାଙ୍ଗୀର ରତନଜୀ ଦାଦାଭୋୟ ଟାଟା କେବଳ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି ନଥିଲେ, ବରଂ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତିତ୍ୱ ଥିଲେ। ସେ ଏକ ଏକ ସମନ୍ୱିତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ ଯେଉଁଠାରେ ପ୍ରକୃତି ଏବଂ ମାନବସମାଜ ମିଳିତ ଭାବେ ବିକଶିତ ହୋଇପାରିବ। ଟାଟା ଗ୍ରୁପ୍ର…