Browsing Category

ବାଣିଜ୍ୟ

ଟାଟା ଷ୍ଟିଲ୍ କଲିଙ୍ଗନଗରରୁ ପ୍ରଥମ ବ୍ୟାଚ ଗାଲଭାନାଇଜଡ୍ କଏଲ୍ ପରିବହନ ଆରମ୍ଭ

କଳିଙ୍ଗନଗର, ଅଗଷ୍ଟ ୬,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗରର ନୂତନ ଏବଂ ଅତ୍ୟାଧୁନିକ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ (ସିଜିଏଲ-୧) ରୁ କୋଲ୍ଡ୍ ରୋଲିଂ ମିଲ୍ କମ୍ପେ୍ଲକ୍ସରେ ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍ ସଫଳତାର ସହିତ ଉତ୍ପାଦନ କରାଯାଇଛି। ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍…

ସୁରକ୍ଷା,ଭରସାଯୋଗ୍ୟ ଓ ଭିତିଭୂମି ଉତ୍କର୍ଷତାରେ ଟିପିଏନ୍‌ଓଡିଏଲ୍‌ର ନୂଆ ମାନଦଣ୍ଡ ସ୍ଥାପନ

ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଉତର ଓଡ଼ିଶାରେ ୨୭,୯୨୦ ବର୍ଗ କିଲୋମିଟର ଅଂଚଳରେ ୧୯.୯ ଲକ୍ଷ ଗ୍ରାହକ ସହ ଅଂଚଳର ୯୯ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ବିଦ୍ୟୁତ୍ ବଂଟନ ସେବାରେ ଉତ୍କର୍ଷତା…

ଅଲ ଟାଇମ ପ୍ଲାଷ୍ଟିକ୍ସ ଲିମିଟେଡର ଆଇପିଓ ୨୦୨୫ ଅଗଷ୍ଟ ୭ ଗୁରୁବାର ଖୋଲିବ

ଭୁବନେଶ୍ୱର: ଅଲ ଟାଇମ ପ୍ଲାଷ୍ଟିକ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଅଗଷ୍ଟ ୭ ଗୁରୁବାର ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ୨୦୨୫ ଅଗଷ୍ଟ ୬ରେ ବିଡ ଦାଖଲ କରିପାରିବେ। ଏହାର ସବସ୍କ୍ରିପସନ ୨୦୨୫ ଅଗଷ୍ଟ ୧୧ରେ ବନ୍ଦ ହେବ। ଏହି ଅଫରରେ ୨୮୦ କୋଟି ଟଙ୍କାର ନୂଆ…

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ଠକେଇରୁ ମିଆଦୀ ଜମାକୁ ସୁରକ୍ଷିତ ରଖିବା ପାଇଁ ଶିଳ୍ପର ପ୍ରଥମ “ଲକ୍ ଏଫ୍‌ଡି”ର…

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଲକ୍ ଏଫ୍‌ଡି”ର ଶୁଭାରମ୍ଭ କରାଯାଇଛି, ଯାହାକୁ ବର୍ଦ୍ଧିତ ଡିଜିଟାଲ୍ ଠକେଇରୁ ଗ୍ରାହକମାନଙ୍କ ମିଆଦୀ ଜମାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଅଭିନବ ସୁବିଧା ବ୍ୟାଙ୍କର ମୋବାଇଲ୍ ଆପ୍…

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ରାଜୀବ ଆନନ୍ଦଙ୍କୁ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍‌ର ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ରାଜୀବ ଆନନ୍ଦଙ୍କୁ ୨୦୨୫ ଅଗଷ୍ଟ ୨୫ରୁ ତିନି ବର୍ଷ ପାଇଁ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ବ୍ୟାଙ୍କିଂ ଓ ଆର୍ଥିକ ଶିଳ୍ପରେ ଦୀର୍ଘ ୩୫…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ପକ୍ଷରୁ ‘ମେକ୍ ଇନ୍ ଓଡ଼ିଶା’କୁ ସମର୍ଥନ ପାଇଁ ସ୍ଥାନୀୟ ଯୋଗାଣ ଶୃଙ୍ଖଳର…

ଭୁବନେଶ୍ୱର: ଓଡ଼ିଶାର ସ୍ଥାନୀୟ ଅର୍ଥନୀତି ଓ ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍ ଗୁଡ଼ିକ ଗତ ଚାରି - ପାଞ୍ଚ ବର୍ଷରେ ସ୍ଥାନୀୟ ଭେଣ୍ଡର ଓ…

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ଓ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଏଜେନ୍ସି ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସାରା ଦେଶରେ ବ୍ୟାପକ ବୀମା ସମାଧାନ…

ଭାରତର ପ୍ରଥମ ସଂପତି ପୁନର୍ଗଠନ କମ୍ପାନି ଏଆର୍‌ସିଆଇଏଲ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର ପ୍ରଥମ ସଂପତି ପୁନର୍ଗଠନ କମ୍ପାନି ଆସେଟ୍ ରିକନ୍‌ଷ୍ଟ୍ରକ୍ସନ କମ୍ପାନି (ଇଣ୍ଡିଆ ଲିମିଟେଡ୍ (ଏଆର୍‌ସିଆଇଏଲ୍‌) ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍…

ଇରେଡା ସିଏମ୍‌ଡିଙ୍କ ନେତୃତ୍ୱରେ ୨୨ତମ ଅକ୍ଷୟ ଶକ୍ତି ସମ୍ମିଳନୀ ୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ଆଲୋଚନା

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ୍ ନୂଆଦିଲ୍ଲୀର ହୋଟେଲ୍ ଲା ମେରିଡିଏନ୍‌ରେ ଇଣ୍ଡିଆ ଏନର୍ଜି ଫୋରମ୍ ଦ୍ୱାରା ଆୟୋଜିତ ୨୨ତମ ଅକ୍ଷୟ ଶକ୍ତି ସମ୍ମିଳନୀରେ "ଅକ୍ଷୟ ଶକ୍ତି ପ୍ରସାରକୁ ତ୍ୱରାନ୍ୱିତ…

ସିଏଟ ପକ୍ଷରୁ ଖଣି ରାସ୍ତା ପାଇଁ ଦୃଢ଼ ରାଡିଆଲ ପ୍ରଯୁକ୍ତିର ଟାୟାର ‘ରକରାଡ’ ଉନ୍ମୋଚିତ

ଭୁବନେଶ୍ୱର: ଅଗ୍ରଣୀ ଭାରତୀୟ ଟାୟାର ନିର୍ମାତା ସିଏଟ ପକ୍ଷରୁ ପ୍ରଥମ ଥର ପାଇଁ ଖଣି ଓ କଠିନ ରାସ୍ତା ଲାଗି ପ୍ରସ୍ତୁତ କରାଯାଇଥିବା ରାଡିଆଲ ଟାୟାର ସିଏଟ ରକରାଡକୁ ଉନ୍ମୋଚନ କରାଯାଇଛି। ଏଥି ସହିତ ସିଏଟ ପକ୍ଷରୁ ଟ୍ରକ ଓ ବସ ରାଡିଆଲ କ୍ଷେତ୍ରରେ ଏହାର ପ୍ରଯୁକ୍ତି ବିଶ୍ୱସନୀୟତାକୁ ସୁଦୃଢ଼…