Browsing Category

ବାଣିଜ୍ୟ

ଭାରତର ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ବିରଳ ଧାତୁ ଖନନ କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟାଟା…

ସୁଖୋଇ ଲଢୁଆ ବିମାନ ଇଞ୍ଜିନ ନିର୍ମାଣଠାରୁ ଆରମ୍ଭ କରି ଧାତୁ ଖନନ ୟୁନିଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ଯୋଗାଣ ବ୍ରହ୍ମପୁର, ଅଗଷ୍ଟ ୧୫: ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଅନ୍ୟତମ ଯୌଥ ଉଦ୍ୟୋଗ, ଟିପି ସଦର୍ଣ୍ଣ ଓଡ଼ିଶା…

ଫ୍ରାକ୍ଟାଲ ଆନାଲିଟିକ୍ସ ପକ୍ଷରୁ ୪୯୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟେର ଡିଆର୍‌ଏଚ୍‌ପି ଦାଖଲ

ଭୁବେନଶ୍ୱର: ଏଂଟରପ୍ରାଇଜ୍ ଏଆଇ କମ୍ପାନି ଫ୍ରାକ୍ଟାଲ୍ ଆନାଲିଟିକ୍ସ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟେର ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।ଇନିସିଆଲ ପବ୍ଲିକ୍ ଅଫରିେଂର କମ୍ପାନି ୧୨୭୯.୩ କୋଟି ଟଙ୍କାର ନୂଆ ଇକ୍ୱିଟି

ଟାଟା ପାୱାର ପକ୍ଷରୁ ଗଜ ସଂରକ୍ଷଣ ଅଭିଯାନ ଅଧୀନରେ ଗୋଷ୍ଠୀ ସଚେତନତା ସୃଷ୍ଟି ସହ ବିଶ୍ୱ ହାତୀ ଦିବସ ପାଳନ

ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଗଜ ସଂରକ୍ଷଣ ଅଭିଯାନ ଅଧୀନରେ ଓଡ଼ିଶାରେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ସହିତ ବିଶ୍ୱ ହାତୀ ଦିବସ ପାଳନ କରାଯାଇଛି । ଏହାଦ୍ୱାରା ଭାରତର ସବୁଠାରୁ ସମ୍ବେଦନଶୀଳ ହାତୀ ଆବାସ ସ୍ଥଳୀଗୁଡ଼ିକରେ ମାନବ-ହାତୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ପ୍ରତି…

ବିଦ୍ୟୁତ୍ ବଂଟନରେ ରୂପାନ୍ତରଣ: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍ ଅନ୍ୟ ରାଜ୍ୟ ପାଇଁ ପାଲଟିଛନ୍ତି…

ଭୁବନେଶ୍ୱର: ୨୦୨୦ ମସିହାରେ ଟାଟା ପାୱାର ସହିତ ଏକ ଅଗ୍ରଣୀ ସହଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ଭାବେ ବିଦ୍ୟୁତ ଜନିତ କ୍ଷତିକୁ କମାଇଥିବା ବେଳେ ଭିତିଭୂମିର ଆଧୁନିକୀକରଣ କରିବା ସହିତ ସହରାଚଂଳ ଓ ଗ୍ରାମାଚଂଳରେ ୧୩ ଲକ୍ଷରୁ ଅଧିକ ନୂଆ ଗ୍ରାହକଙ୍କ ସହ ଭରସାଯୋଗ୍ୟ ବିଦ୍ୟୁତ୍ ସେବାକୁ ଲୋକଙ୍କ…

ଫ୍ୟାଶନ ଫ୍ୟାକ୍ଟ୍ରିର ‘ନୋ କଣ୍ଡିସନ୍ସ ସେଲ୍’

ମୁମ୍ବାଇ, ୧୨ ଅଗଷ୍ଟ ୨୦୨୫: ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ରିଟେଲ ର ଫ୍ୟାଶନ୍ ଫ୍ୟାକ୍ଟ୍ରି 'ନୋ କଣ୍ଡିସନ୍ସ ସେଲ୍' ନେଇଆସିଛି। ଫ୍ୟାଶନ୍ ଡିସକାଉଣ୍ଟର ଏହି ମେଗା ଇଭେଣ୍ଟ ୧୪ ରୁ ୧୭ ଅଗଷ୍ଟ ୨୦୨୫ ଯାଏଁ ଚାଲିବ। ସମସ୍ତ ବଡ଼ ବ୍ରାଣ୍ଡଗୁଡ଼ିକ ଉପରେ ୫୦ ପ୍ରତିଶତର ଏକ ବଡ଼

OCOY 2025 ରେ ଓଡିଶା ରାଜ୍ୟପାଳ: ଯୁବ ପରିବର୍ତ୍ତନକାରୀମାନେ ‘ଜଳବାୟୁ ସ୍ଥିରତାର ସ୍ଥପତି

ଭୁବନେଶ୍ୱର, ୧୦ ଅଗଷ୍ଟ, ୨୦୨୫: ଯୁବ ନେତୃତ୍ୱାଧୀନ ଜଳବାୟୁ କାର୍ଯ୍ୟ ଏବଂ ନବସୃଜନ ପାଇଁ ଏକ ଜୋରଦାର ଆହ୍ୱାନ ସହିତ ଆଜି ଭୁବନେଶ୍ୱରର ASBM ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଯୁବ ସମ୍ମିଳନୀ ବା ଓଡିଶା କନଫରେନ୍ସ ଅଫ ୟୁଥ (OCOY) ୨୦୨୫ ଆରମ୍ଭ ହୋଇଛି। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର

ଭରମୋରା ଗ୍ରାନିଟୋ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ରାଜକୋଟ୍‌ରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଭରମୋରା ଗ୍ରାନିଟୋ ଲିମିଟେଡ୍ (ଭିଜିଏଲ୍‌) ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରିଛି। କମ୍ପାନି…

ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଫିଲିପାଇନ୍ସର ବିଭିନ୍ନ କ୍ଷେତ୍ର ପାଇଁ ଅଭିବୃଦ୍ଧି ଯୋଜନା

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତ ପରିଦର୍ଶନରେ ଥିବା ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର୍ ହିନ୍ଦୁଜା ଗ୍ରୁପ୍ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି। ଏହାର ଶୋମ୍ ହିନ୍ଦୁଜା ନେତୃତ୍ୱ ଦେଇଥିଲେ ଏବଂ ଗ୍ରୁପ୍ ସହିତ କୌଶଳଗତ ଭାଗୀଦାରୀକୁ ଆହୁରି ମଜଭୁତ…

୩୮ତମ ଏଜିଏମ୍‌ରେ ଇରେଡା ସିଏମ୍‌ଡିଙ୍କ ଦ୍ୱାରା ସବୁଜ ଶକ୍ତି ନେତୃତ୍ୱର ଦୀର୍ଘକାଳୀନ ରୋଡ୍‌ମ୍ୟାପ୍ ଉପରେ ଆଲୋକପାତ

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ୩୮ତମ ବାର୍ଷିକ ସାଧାରଣ ବୈଠକକୁ ଏହାର କର୍ପୋରେଟ୍ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଓ ସମସ୍ତ…

ବେଦାନ୍ତ ଲିମିଟେଡ୍‌ର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ରୋକରେଜ୍ ସଂସ୍ଥା ବେଶ୍ ଆଶାବାଦୀ

ଭୁବନେଶ୍ୱର: ଦୃଢ଼ ଏଲ୍‌ଏମ୍‌ଇ ମୂଲ୍ୟ ଧାରା, ଖର୍ଚ୍ଚରେ ଶୃଙ୍ଖଳା, ଡିଲେଭରେଜିଂ ଓ ଏକ ଦୃଢ଼ ଆଲୁମିିନିୟମ୍ ବ୍ୟବସାୟକୁ ନେଇ ୨୦୨୫-୨୬ରେ ବେଦାନ୍ତ ଲିମିଟେଡ୍‌ର ଦୃଢ଼ ପ୍ରଦର୍ଶନକୁ ନେଇ ବିଶ୍ୱସ୍ତରୀୟ ଓ ଭାରତୀୟ ବ୍ରୋକ୍‌ରେଜ୍ ସଂସ୍ଥାଗୁଡ଼ିକ ବେଶ୍ ଆଶାବାଦୀ ରହିଛନ୍ତି। ଆସନ୍ତା କିଛି ତ୍ରୈମାସିକରେ…