Browsing Category

ବାଣିଜ୍ୟ

ପ୍ରତି ୩ରୁ ୧ ଭାରତୀୟ ପାନୀୟ ଭାବେ ଦୁଗ୍ଧ ସେବନ କରୁଛନ୍ତି: ଗୋଦରେଜ ଜର୍ସି

ଭୁବନେଶ୍ୱର: ବିଶ୍ୱ ଦୁଗ୍ଧ ଦିବସକୁ ଗୋଦରେଜ ଜର୍ସି ଭାରତୀୟ ଗ୍ରାହକଙ୍କ ବିକଶିତ ପସନ୍ଦକୁ ଜଣାଇବା ପାଇଁ ‘ବଟମସ ଅପ... ଇଣ୍ଡିଆ ସେଜ ଚିୟର୍ସ ଟୁ ମିଲ୍କ’ ରିପୋର୍ଟ ସହିତ ପାଳନ କରୁଛି। ଏହିରୁ ଜଣାପଡିଛି ଯେ, ପ୍ରତ୍ୟେକ ତିନିଜଣ ଭାରତୀୟ ଗ୍ରାହକଙ୍କ ମଧ୍ୟରୁ ଜଣେ ପାନୀୟ ଭାବରେ ଦୁଗ୍ଧକୁ ପସନ୍ଦ…

୨୮,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭାରତରେ ୨୦୨୫ ଫ୍ଲାଗସିପ କିଲର ରିଅଲମି ଜିଟି ୭ ସିରିଜ ଉନ୍ମୋଚିତ

ନୂଆଦିଲ୍ଲୀ, ୨୮ ମେ’ ୨୦୨୫: ଭାରତୀୟ ଯୁବ ପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ପ୍ୟାରିସ୍‌ରେ ଏହାର ଗ୍ଲୋବାଳ ଲଂଚ୍ ସହ ସମନ୍ୱୟରେ ଆଜି ଭାରତରେ ଏହାର ବହୁପ୍ରତିକ୍ଷୀତ ରିଅଲ୍‌ମି ଜିଟି ୭ ସିରିଜର ଉନ୍ମୋଚନ କରାଯାଇଛି । ଏହି ଘୋଷଣାର ମୁଖ୍ୟ ବିଷୟ…

ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ୧୦୦୦ କୋଟି ଟଙ୍କା ଉଠାଣ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଗ୍ରାହକ ଅନୁଭୂତି ସେବା ପ୍ରଦାନକାରୀ ସଂସ୍ଥା ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୧୦୦୦ କୋଟି ଟଙ୍କା ଉଠାଣ ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ…

ଟାଟା ଏଆଇଏ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷରେ ସର୍ବକାଳୀନ ସର୍ବାଧିକ ୧,୮୪୨ କୋଟି ଟଙ୍କାର ବୋନସ ଘୋଷଣା

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷ ପାଇଁ ଏହାର ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକ ନିମନ୍ତେ ୧୮୪୨ କୋଟି ଟଙ୍କାର ରେକର୍ଡ ବୋନସ ଘୋଷଣା କରାଯାଇଛି। ଏହା…

ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ର ୧୫୦ ମେଗାୱାଟ୍ ଟେଣ୍ଡର ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବ୍ୟାବସାୟିକ ସଂସ୍ଥା ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍‌ଇସିଆଇ)ର ୧୫୦ ମେଗାୱାଟ୍ ରାଉଣ୍ଡ୍ ଦି କ୍ଲକ୍ ପ୍ରକଳ୍ପକୁ ରିଭର୍ସ ନିଲାମରେ ହାସଲ କରିଛି। ଏସ୍‌ଇସିଆଇର ୧୨୦୦ ମେଗାୱାଟ୍‌ର ଆର୍‌ଟିସି…

ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ

- କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା ବାଲେଶ୍ଵର: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା…

କନୋଡିଆ ସିମେଂଟ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଉତର ପ୍ରଦେଶ ଓ ବିହାରରେ ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଜରିଆରେ ପରିଚାଳିତ ହେଉଥିବା ସିମେଂଟ୍ କମ୍ପାନି କନୋଡିଆ ସିମେଂଟ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।…

ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ ପାଇଁ ଭାରତର ପ୍ରଥମ
ଅଲ-ଇନ-ୱାନ ଓଟିଟି ଏଟଂରଟେନମେଂଟ ପ୍ୟାକର ଶୁଭାରମ୍ଭ

୨୭୯ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନରେ ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫ ଓ ଏକ୍ସଟ୍ରିମ ପ୍ଲେ ପ୍ରିମିୟମ ସମେତ ୨୫ରୁ ଅଧିକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ପ୍ରଦାନ ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ

ସେଂଟ୍ରମ ରିଚାର୍ଜ ଏନର୍ଜି ଡ୍ରିଙ୍କ୍ ମିକ୍ସ ର ଶୁଭାରମ୍ଭ

ଭୁବନେଶ୍ୱର: ମଲ୍ଟିଭିଟାମିନ ସପୋର୍ଟ କ୍ଷେତ୍ରରେ ଅଗ୍ରଣୀ, ସେଂଟ୍ରମ ପକ୍ଷରୁ ଏନର୍ଜି ଡ୍ରିଙ୍କ ମିକ୍ସ ର ଏକ ନୂତନ ଉତ୍ପାଦ ସେଂଟ୍ରମ ରିଚାର୍ଜର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଉତ୍ପାଦକୁ ଦୈନନ୍ଦିନ କାର୍ଯ୍ୟ ସମୟରେ କ୍ଷୟ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲଗୁଡିକର…