Browsing Category

ବାଣିଜ୍ୟ

ଏୟାରଟେଲ ପକ୍ଷରୁ ଓଡିଶାରେ ଅନଲାଇନ୍ ଠକାମି ବିରୋଧରେ କାର୍ଯ୍ୟାନୁଷ୍ଠାନ: ବାସ୍ତବ ସମୟରେ ୩.୧ ନିୟୁତ ଗ୍ରାହକଙ୍କୁ…

ଭୁବନେଶ୍ୱର : ଭାରତୀ ଏୟାରଟେଲ ଓଡିଶାର ଗ୍ରାହକମାନଙ୍କୁ ବୃଦ୍ଧି ପାଉଥିବା ଅନଲାଇନ୍ ଠକାମିରୁ ସୁରକ୍ଷିତ ରଖିବା ମିସନରେ ଗୁରୁତ୍ୱର୍ପୂ ଅଗ୍ରଗତି ହାସଲ କରିଛି । ଏହାର ଏଆଇ-ଚାଳିତ ଠକାମି ଚିହ୍ନଟ ପ୍ରଣାଳୀକୁ ସାରା ଦେଶରେ ପ୍ରୟୋଗ କରିବା ଅଂଶ ଭାବେ ଏୟାରଟେଲ ଉନ୍ନତ ଠକାମି ଚିହ୍ନଟ ପ୍ରଣାଳୀ

ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ କ୍ରେଡିଟ୍ ଭିଜନ ସିବିଲ୍ କମର୍ସିଆଲ୍ ର‌୍ୟାଙ୍କର ଶୁଭାରମ୍ଭ

ଭୁବନେଶ୍ୱର: ବ୍ୟାଙ୍କଗୁଡ଼ିକୁ ସହଯୋଗ କରିବା ଏବଂ ଭାରତର ବାଣିଜ୍ୟିକ ବ୍ୟବସାୟ ବର୍ଗରେ ଦୃଢ଼ ଋଣ ଅଭିବୃଦ୍ଧିକୁ ବଢ଼ାଇବା ଲାଗି ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପରବର୍ତୀ ପିଢ଼ିର ଋଣ ଅନୁଶୀଳନ ମଡେଲ୍ କ୍ରେଡିଟ୍ ଭିଜନ ସିବିଲ୍ କମର୍ସିଆଲ୍ ର‌୍ୟାଙ୍କ (ସିଭି-ସିଏମ୍‌ଆର୍‌) ଉନ୍ମୋଚନ…

ଏଚ୍‌ବିଡି ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ୧୨,୫୦୦ କୋଟି ଟଙ୍କାର ଆଇପିଓ ୨୦୨୫ ଜୁନ୍ ୨୫ ବୁଧବାର ଖୋଲିବ

ଭୁବନେଶ୍ୱର: ଏଚ୍‌ବିଡି ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ଇକ୍ୱିଟି ସେୟାର୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଜୁନ୍ ୨୫, ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁନ୍ ୨୪ ମଙ୍ଗଳବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ଜୁନ୍ ୨୭ ଶୁକ୍ରବାର ଦିନ…

ମଣିପାଲ୍‌ସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପୂର୍ବ ଭାରତରେ ଉପସ୍ଥିତି ଓ ଉପଦେଷ୍ଟା ସଂଖ୍ୟା ଦ୍ୱିଗୁଣିତ କରିବା…

ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା କମ୍ପାନି ମଣିପାଲ ସିଗ୍‌ନା ହେଲ୍‌ଥ ଇସ୍ୟୁରାନ୍ସ ପୂର୍ବ ଭାରତରେ ଏହାର ଗୁରୁତ୍ୱକୁ ବଢ଼ାଇଛି। ଏହି ଅଂଚଳରେ ବର୍ତମାନ କଂପାନିର ଉପସ୍ଥିତି ୪୨ଟି ସହର ଏବଂ ୧୦,୦୦୦ରୁ ଅଧିକ ଉପଦେଷ୍ଟା ଥିବା ବେଳେ ଖୁଚୁରା ଉପସ୍ଥିତି, ଶାଖା ନେଟ୍‌ୱର୍କକୁ…

ସମ୍ଭବ ଷ୍ଟିଲ୍ ଟ୍ୟୁବ୍‌ସ ଲିମିଟେଡ୍‌ର ୪୫୦ କୋଟି ଟଙ୍କାର ଆଇପିଓ ୨୦୨୫ ଜୁନ୍ ୨୫ରେଖୋଲିବ

ଭୁବନେଶ୍ୱର: ସମ୍ଭବ ଷ୍ଟିଲ୍ ଟ୍ୟୁବ୍‌ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଜୁନ୍ ୨୫, ବୁଧବାର ଦିନ ଖୋଲିବ। ଏହି ଅଫରର ମୋଟ୍ ଆକାର ୫୪୦ କୋଟି ଟଙ୍କା ରହିଛି। ସେଥିରୁ ୪୪୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୦୦ କୋଟି…

ଇରେଡା ପକ୍ଷରୁ ସୁନ୍ଦର ନର୍ସରୀରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଭାରତ ସରକାରଙ୍କ ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଅନୁଷ୍ଠିତ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରତ୍ୟକ୍ଷକ ଭାବେ ଅଂଶଗ୍ରହଣ କରାଯାଇଥିଲା।…

ଟିପିସିଓଡିଏଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଟିପିସିଓଡିଏଲ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଟିପିସିଓଡିଏଲର କର୍ପୋରେଟ କାର୍ଯ୍ୟାଳୟ ସମେତ ସମସ୍ତ ସର୍କଲ, ଡିଭିଜନ ଓ ଟେକନୋଲୋଜି ସେଣ୍ଟରରେ ଏହି ଯୋଗ ଦିବସ ପାଳିତ ହୋଇଛି। ଟିପିସିଓଡିଏଲ ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ନେତୃତ୍ୱରେ ଟିପିସିଓଡିଏଲ କର୍ମଚାରୀ ଓ…

ଟାଟା ଷ୍ଟିଲର ସାରୁଅବିଲ ଖଣି ଏବଂ ଏଫ୍‌ଏପି ଆଠଗଡ଼କୁ କଳିଙ୍ଗ ପରିବେଶ ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର, ୨୧/୦୬/୨୦୨୫: ଦୀର୍ଘସ୍ଥାୟୀ ଖଣି ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧ ଶିଳ୍ପ ଅଭ୍ୟାସ ପାଇଁ ଟାଟା ଷ୍ଟିଲ ପୁଣିଥରେ ସମ୍ମାନିତ ହୋଇଛି। କମ୍ପାନୀର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ସାରୁଅବିଲ କ୍ରୋମାଇଟ୍ ଖଣି ଏବଂ ଫେରୋ ଆଲୟଜ୍ ପ୍ଲାଂଟ୍…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫: ଏକ ଶାନ୍ତ ଓ ଶକ୍ତିପୂର୍ଣ୍ଣ ଦିବସ ପାଇଁ ମୋଦିକେୟାର୍ ଓ ମୋଦିୱେର ଉତ୍ପାଦ

ଭୁବନେଶ୍ୱର: ଚଳିତ ଯୋଗ ଦିବସରେ ମୌଳିକ ଅଭ୍ୟାସଠାରୁ ଆଗକୁ ବଢ଼ି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଶରୀରକୁ ସମୃଦ୍ଧ ଓ ମନକୁ ଶାନ୍ତ ରଖିବ। ଯୋଗ କେବଳ ଏକ ଶୈଳୀ ନୁହେଁ, ଏହା ହେଉଛି ଆପଣ କିଭଳି ନିଜର ଯତ୍ନ ରଖୁଛନ୍ତି ତାହାର ପଦ୍ଧତି। ଯୋଗ ପୂର୍ବରୁ ଓ ପରବର୍ତୀ ସମୟ…

ନାଗା ସାଧୁଙ୍କ ପାଇଁ ଭାରତ ବିଶ୍ୱବ୍ୟାପୀ ଗର୍ବିତ, ମହାକୁମ୍ଭ ୨୦୨୫ରେ ସ୍ୱାସ୍ଥ୍ୟ ଅଭିଯାନ ପାଇଁ ଫ୍ରାନ୍ସରେ ମିଳିଲା…

ଭୁବନେଶ୍ୱର: ପୂଜନୀୟ ନାଗା ସାଧୁମାନେ 'ନାଗା ସେଂଟ ଆଇ ଟେଷ୍ଟ' ମାଧ୍ୟମରେ ଭାରତ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିଛନ୍ତି। ଏହି ସାର୍ବଜନୀନ ସ୍ୱାସ୍ଥ୍ୟ ଉଦ୍ୟମକୁ କେନ୍ସ ଲାୟନ୍ସ ଇଂଟରରନ୍ୟାସନାଲ ଫେଷ୍ଟିଭାଲ ଅଫ କ୍ରିଏଟିଭିଟି ୨୦୨୫ରେ ସ୍ୱାସ୍ଥ୍ୟ ଏବଂ ୱେଲନେସ ବର୍ଗରେ ସିଲଭର ଲାୟନ୍…